Browsing Tag

shot dead

ପାରା ଅଲମ୍ପିକ ଖେଳାଳି ଚିରାଗ ତ୍ୟାଗୀଙ୍କୁ ଗୁଳି କରି ହତ୍ୟା, ସାଙ୍ଗ ଗିରଫ

ଗାଜିଆବାଦ : ଜାତୀୟ ସ୍ତରର ପାରା ଆଥଲେଟ ଚିରାଗ ତ୍ୟାଗୀଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଉତ୍ତର ପ୍ରଦେଶର ମୁରାଧନଗରର ୨୪ ବର୍ଷୀୟ ଚିରାଗଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଏହି ମାମଲାରେ ପୋଲିସ ଚିରାଗଙ୍କ ପୁରୁଣା ବନ୍ଧୁଙ୍କୁ ଗିରଫ କରିଛି । ସିସିଟିଭି ଫୁଟେଜ ଆଧାରରେ ତାଙ୍କୁ ଗିରଫ…

ଏମ୍ସ କର୍ମଚାରୀଙ୍କୁ ଗୁଳିମାଡ଼ ଘଟଣା, ଧରାପଡିଲା ଅଭିଯୁକ୍ତ

ଭୁବନେଶ୍ବର: ୨୮ ଦିନର ଲୁଚକାଳି ଶେଷ ପରେ ଧରାପଡିଲା ଅଭିଯୁକ୍ତ । ଭୁବନେଶ୍ବର ଏମ୍ସ କର୍ମଚାରୀ ସୁଧାଂଶୁ ଖୁଣ୍ଟିଆଙ୍କୁ ଗୁଳିମାଡ଼ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସଦାଶିବ ପ୍ରଧାନ ଗିରଫ। ଭୁବନେଶ୍ୱରର ଏକ ହୋଟେଲ କଡ଼ରୁ ଉଠାଇ ଆଣିଲା ପୋଲିସ । ରାଜ୍ୟ ବାହାରକୁ ଖସିବାକୁ ଉଦ୍ୟମ ବେଳେ ଗିରଫ ହୋଇଛି…

ଭୁବନେଶ୍ବର AIIMS କର୍ମଚାରୀଙ୍କୁ ଗୁଳିମାଡ଼, ଚିକିତ୍ସାଧୀନ ଅବସ୍ଥାରେ ହେଲା ମୃତ୍ୟୁ

ଭୁବନେଶ୍ବର: ଭୁବନେଶ୍ବର AIIMSର ଜଣେ ଆଉଟ ସୋର୍ସିଂ କର୍ମଚାରୀଙ୍କୁ ହତ୍ୟା । ଡିଉଟିକୁ ଆସିବା ବେଳେ ଗୋଡ଼ାଇ ଗୋଡ଼ାଇ ଗୁଳି କଲେ ଦୁର୍ବୃତ୍ତ। ତିନି ରାଉଣ୍ଡ ଗୁଳି କରି ଫେରାର ହୋଇ ଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ AIIMS ରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର…

ବୟାଳିଶ ମୌଜାରେ ଗୁଳିମାଡ଼ରେ ଜଣଙ୍କ ମୃତ୍ୟୁ, ପୂର୍ବ ଶତ୍ରୁତାକୁ ନେଇ ଗୁଳିମାଡ଼

କଟକ :  ହୋଲିରେ ଲାଗିଛି ରକ୍ତର ଛିଟା ।  କଟକ ବୟାଳିଶ ମୌଜାରେ ଗୁଳିମାଡ଼ରେ ଜଣଙ୍କ ମୃତ୍ୟୁ ଘଟିଛି । ଜଣେ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ମୃତ ବ୍ୟକ୍ତିଙ୍କ ଘର ବିରାଙ୍ଗ ଜଗତସିଂହପୁର । ତାଙ୍କ ନାଁ ବିକାଶ ମହାନ୍ତି । ପୂର୍ବ ଶତ୍ରୁତାକୁ ନେଇ ଗୁଳିମାଡ଼ ହୋଇଥିବା…

ମଣିପୁରରେ ପୁଣି ହିଂସା, କାମ ସାରି ଫେରୁଥିବା ବେଳେ ୨ ପ୍ରବାସୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା

ମଣିପୁରରେ ପୁଣି ଥରେ ହିଂସା ଦେଖାଦେଇଛି । କାମ ସାରି ଘରକୁ ଫେରୁଥିବା ବେଳେ ଉଗ୍ରବାଦୀମାନେ ଦୁଇ ପ୍ରବାସୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଏହି ହତ୍ୟାକାଣ୍ଡ କାକଚିଙ୍ଗ ଜିଲ୍ଲାରେ ଘଟିଥିବା ଜଣାପଡ଼ିଛି । ଏନେଇ ପୂରା ଅଞ୍ଚଳରେ ଆତଙ୍କ ଖେଳି ଯାଇଛି । ପୋଲିସ ସୂଚନା ଅନୁଯାୟୀ,…

ପାଟନାରେ ବିଜେପି ନେତାଙ୍କୁ ଗୁଳିମାରି ହତ୍ୟା, ଦୁର୍ବୃତ୍ତ ଫେରାର

ବିହାରର ରାଜଧାନୀ ପାଟନାରେ ବିଜେପି ନେତା ଅଜୟ ଶାହଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଗତକାଲି ରାତି ୧୦ଟା ସମୟରେ ଦୁଇଜଣ ଦୁର୍ବୃତ୍ତ ବାଇକରେ ଆସି ଅଜୟଙ୍କ ଉପରକୁ ଗୁଳିମାଡ଼ କରି ଫେରାର ହୋଇଯାଇଥିଲେ । ତାଙ୍କୁ ତୁରନ୍ତ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା…

ଶ୍ରୀଲଙ୍କାର ପୂର୍ବତନ ଅଧିନାୟକଙ୍କୁ ପରିବାର ସାମ୍ନାରେ ଗୁଳିମାଡ଼, ହତ୍ୟାକାରୀ ଫେରାର

ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର ଧମ୍ମିକା ନିରୋଶନଙ୍କୁ ଘର ସାମ୍ନାରେ ଗୁଳିମାରି ହତ୍ୟା କରାଯାଇଛି । ନିରୋଶନଙ୍କ ଘରେ ପଶି ଦୁର୍ବୃତ୍ତ ଗୁଳି ମାରିଛନ୍ତି । ଗତକାଲି ଧମ୍ମିକାଙ୍କ ଅମ୍ବାଲାଗୋଡା ସ୍ଥିତ ଘରେ ଏଭଳି ଘଟଣା ଘଟିଛି । ଏହି ଘଟଣା ପରେ ସମଗ୍ର କ୍ରିକେଟ ଜଗତ ଶୋକରେ ରହିଛି ।…

‘ଜୀବିତ ଅଛନ୍ତି ସରବଜିତ୍‌ ସିଂଙ୍କ ହତ୍ୟାକାରୀ ସରଫରାଜ’, ପାକିସ୍ତାନର ବରିଷ୍ଠ ପୋଲିସ ଅଧିକାରୀଙ୍କ ଦାବି

ପାକିସ୍ତାନରେ ଅଣ୍ଡରୱାର୍ଲ୍ଡ ଡନ୍ ଅମିର ସରଫରାଜ ତାମ୍ବାଙ୍କ ହତ୍ୟା ମାମଲା ଏକ ନୂଆ ମୋଡ଼ ନେଇଛି । ପାକିସ୍ତାନର ବରିଷ୍ଠ ପୋଲିସ ଅଧିକାରୀ ଦାବି କରିଛନ୍ତି ଯେ ସରଫରାଜ ଏବେ ବି ଜୀବିତ ଅଛନ୍ତି ଏବଂ ସେ ଗୁରୁତର ଆହତ ହୋଇଛନ୍ତି । ସେପଟେ ପାକିସ୍ତାନ ସରକାରର ଜଣେ ମନ୍ତ୍ରୀ ଭାରତ…

ପାକିସ୍ତାନ: ସରବଜିତ୍‌ ସିଂଙ୍କ ହତ୍ୟାକାରୀ ସଫା, ଦୁର୍ବୃତ୍ତ ଗୁଳିରେ ଟଳିଲା ଅଣ୍ଡରୱାର୍ଲ୍ଡ ଡନ୍ ଅମିର ସରଫରାଜ

ଗୁଳିମାଡ଼ରେ ଟଳିଲା ଅଣ୍ଡରୱାର୍ଲ୍ଡ ଡନ୍ ଅମିର ସରଫରାଜ । ପାକିସ୍ତାନର ଲାହୋରରେ ଅଜଣା ଦୁର୍ବୃତ୍ତ ତାଙ୍କୁ ଗୁଳି କରି ମାରିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି । ଅମିର ସରଫରାଜ ହେଉଛନ୍ତି ସେହି ବ୍ୟକ୍ତି, ଯିଏ ISI ନିର୍ଦ୍ଦେଶରେ ପାକିସ୍ତାନ ଜେଲରେ ବନ୍ଦୀ ଥିବା ଭାରତୀୟ ନାଗରିକ ସରବଜିତ ସିଂଙ୍କୁ…

ପଞ୍ଜାବରେ ଆମ୍‌ ଆଦ୍‌ମୀ ପାର୍ଟି ନେତା ଗୁର୍‌ପ୍ରୀତ ସିଂଙ୍କୁ ଗୁଳି କରି ହତ୍ୟା

ପଞ୍ଜାବରେ ଆମ୍‌ ଆଦ୍‌ମୀ ପାର୍ଟି ନେତାଙ୍କୁ ଗୁଳି କରି ହତ୍ୟା । ଏଠାରେ ତରନତାରନରେ ଆପ୍‌ର ଜଣେ କାର୍ଯ୍ୟକର୍ତ୍ତା ଗୁରପ୍ରୀତ ସିଂ ଗୋପିଙ୍କୁ ଦିନ ଦ୍ୱିପ୍ରହରରେ ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଛନ୍ତି । ଗୋଇନ୍ଦଓ୍ଵାଲ ସାହେବ ରେଳ କ୍ରସିଂଠାରେ ଏହି ହତ୍ୟାକାଣ୍ଡ ଘଟିଛି । ଗୁରପ୍ରୀତ ଗୋପି…

INLDର ହରିୟାଣା ମୁଖ୍ୟ ନଫେ ସିଂଙ୍କୁ ଗୁଳି କରି ହତ୍ୟା, ଆକ୍ରମଣକାରୀ କଲେ ୪୦ରୁ ୫୦ ରାଉଣ୍ଡ ଫାୟାରିଂ

ହରିୟାଣାର ବାହାଦୂରଗଡ଼ରେ ଇଣ୍ଡିଆନ ନ୍ୟାସନାଲ ଲୋକଦଳର ପ୍ରଦେଶ ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ନଫେ ସିଂ ରାଠିଙ୍କୁ ଗୁଳି କରି ହତ୍ୟା କରାଯାଇଛି । ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା, ଯେଉଁଥିରେ ତାଙ୍କର ମୃତ୍ୟୁ ଘଟିଛି । ସେ ନିଜ କାର୍‌ରେ ଯାଉଥିବା ବେଳେ ଆକ୍ରମଣକାରୀମାନେ ତାଙ୍କ…

୧୦ ବର୍ଷ ପ୍ରେମ, ଚରିତ୍ରକୁ ନେଇ ସନ୍ଦେହ ହେବାରୁ ହୋଟେଲ ଡାକି ପ୍ରେମିକାକୁ ଗୁଳି ମାରିଦେଲା ପ୍ରେମିକ

ପୁନେର ଏକ ହୋଟେଲରେ ଜଣେ ମହିଳା ଆଇଟି ପ୍ରଫେସନାଲଙ୍କୁ ତାଙ୍କ ପ୍ରେମିକ ଗୁଳି କରି ହତ୍ୟା କରିଛି । ପୋଲିସ ସୂଚନା ମୁତାବକ, ଗତ ଶନିବାର ପିମ୍ପରୀ ଚିଞ୍ଚଓ୍ଵାଡର ହିଞ୍ଜେଓ୍ଵଡି ଅଞ୍ଚଳରେ ଥିବା ଓୟୋ ଟାଉନ୍‌ ହାଉସ୍‌ ହୋଟେଲରେ ଏହି ଘଟଣା ଘଟିଛି । ଅଭିଯୁକ୍ତ ପ୍ରେମିକ ରିଷଭ ନିଗମଙ୍କୁ…