Browsing Tag

shotdown

ଅନ୍‌ଲକ୍ ୧.୦ର ନୂଆ ଗାଇଡ୍ ଲାଇନ୍ : ୧୧ଟି ଜିଲ୍ଲାରେ ସପ୍ତାହକୁ ଦୁଇ ଦିନ ସଟ୍‌ଡାଉନ୍‌

ଭୁବନେଶ୍ୱର (କେ ନ୍ୟୁଜ୍‌) : ଆଜିଠାରୁ ଆରମ୍ଭ ହୋଇଛି ଅନ୍‌ଲକ୍ ୧.୦ । ରାଜ୍ୟରେ ଏନେଇ ଗାଇଡ୍ ଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଗାମୀ ଜୁନ୍ ୩୦ ତାରିଖ ଯାଏ ଏହି ନୂଆ ଗାଇଡ୍ ଲଇନ୍ ଜାରି କରିଛନ୍ତି । ତେବେ ଫୋକସ୍‌ରେ ରହିଛି ୧୧ଟି ଜିଲ୍ଲା । ଏସବୁ…

ସଟଡାଉନ ଉଠିବା ପରେ ବି ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଲେ ମୁଖ୍ୟ ଶାସନ ସଚିବ ଅସିତ…

ଭୁବନେଶ୍ୱର ( କେନ୍ୟୁଜ) : ଆମେ ଯଦି ନିଜେ ସଚେତନ ରହିବା ତେବେ କରୋନା ସଙ୍କଟ ଦୂର ହେବ । ସରକାରଙ୍କୁ ଲକଡାଉନ କି ସଟଡାଉନ କରିବାକୁ ପଡିବ ନାହିଁ । ଲୋକ ଯଦି ନମାନିବେ ତେବେ ଲକଡାଉନ କି ସଟଡାଉନ ନୁହେ ତାଠାରୁ ଆହୁରି ଅଧିକ କଡା ପଦକ୍ଷେପ ନେବାକୁ ପଡିବ । ଏହା କହିଛନ୍ତି ମୁଖ୍ୟ ଶାସନ ସଚିବ…

ଯାଜପୁର ଜିଲ୍ଲାରେ ୪୮ ଘଣ୍ଟିଆ ସଟଡାଉନ, ସବୁଆଡେ ଶୂନଶାନ ଖାଁ ଖାଁ ପରିବେଶ

ଯାଜପୁର ଟାଉନ (କେନ୍ୟୁଜ) : କୋରୋନା ସଂକ୍ରମଣକୁ ରୋକିବା ପାଇଁ ଯାଜପୁର ଜିଲ୍ଲାରେ ୪୮ ଘଣ୍ଟିଆ ସଟ ଡାଉନ ଚାଲିଛି । ଏହାର ପ୍ରଭାବ ଆଜି ଅନୁଭୁତ ହୋଇଛି । କେବଳ ଔଷଧ ଦୋକାନକୁ ଛାଡି ଦେଲେ ସବୁ ବଜାର ଘାଟ ବନ୍ଦ ରହିଛି । ସବୁଆଡେ ଶୁନଶାନ,ଖାଁ ଖାଁ ପରିବେଶ । ଯାଜପୁରଜିଲ୍ଲାର ବ୍ରହ୍ମବରଦା…

ସଟଡାଉନକୁ ମାନୁ ନାହାନ୍ତି ଅମାନିଆ ଲୋକେ, ୧୫୬ ଜଣ ଉଲଂଘନକାରୀଙ୍କୁ ଉଠାଇ ନେଲା ପୋଲିସ

ଭୁବନେଶ୍ୱର (କେନ୍ୟୁଜ) : କରୋନାରେ ଦିନକୁ ଦିନ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ସରକାର ରାଜ୍ୟବାସୀଙ୍କୁ ଅନୁରୋଧ ସହ ଆହ୍ୱାନ ଦେଇଥିଲେ ଯେ କରୋନା ଲକ୍ଷଣ ଦେଖାଦେଲେ ସେମାନେ କ୍ୱାରେଣ୍ଟାଇନରେ ରୁହନ୍ତୁ ଏବଂ ଘରେ ଥିଲେ ସଙ୍ଗରୋଧ ରୁହନ୍ତୁ । ଏହାସହ ଗତକାଲି ରାତି ୮ଟାରୁ ରବିବାର ରାତି ୮ଟା…

କଟକ : ପୋଲିସ ଉପରକୁ ଢେଲାମାଡ, ୩୫ ଜଣଙ୍କ ବିରୋଧରେ ମାମଲା ରୁଜୁ

କଟକ (କେନ୍ୟୁଜ) : ଓଡ଼ିଶାରେ କାରୋନା ତାର କାୟା ବିସ୍ତାର କରିସାରିଲାଣି। କାରୋନା ଯେପରି ତାର ପ୍ରକୋପକୁ ଆହୁରି ଆଗକୁ ନ ବୃଦ୍ଧି କରୁ ସେଥିପାଇଁ ରାଜ୍ୟ ସରକାର କାରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସହର ଏବଂ ଟାଉନକୁ ୪୮ ଘଣ୍ଟା ପର୍ଯ୍ୟନ୍ତ ସଟଡାଉନ କରାଯାଇଛି। ଏହି ସମୟରେ ଘରୁ କାହାକୁ ନ…

ସଟଡାଉନରେ ଘରେ ରୁହନ୍ତୁ ନଚେତ ଉଠାଇନେବ ପୋଲିସ, ଭୁବନେଶ୍ୱରରେ ଜଣେ ମହିଳାଙ୍କ ସମେତ ୬୩ ଜଣଙ୍କୁ ବାଧ୍ୟତାମୂଳକ…

ଭୁବନେଶ୍ୱର (କେନ୍ୟୁଜ) : ବିଶ୍ଵ ମହାମାରୀ କାରୋନା ଏବେ ସାରା ଦେଶରେ ତାଣ୍ଡବ କରୁଛି। ବିଶ୍ଵବାସୀଙ୍କ ନିଦ ହଜାଇଛି ଏହି ଘାତକ କାରୋନା ଭାଇରସ। ଏହି ଜୀବନ ନାଶକ କାରୋନା ଭାରତରେ ମଧ୍ୟ ତାର କାୟା ବିସ୍ତାର କରିସାରିଛି। ସେଥିପାଇଁ ପୂରା ଦେଶକୁ ଲକଡାଉନ ଘୋଷଣା କରାଯାଇଛି। ଏହି ଭୟଙ୍କର…

ସଟଡାଉନକୁ ମାନୁନାହାନ୍ତି ଅମାନିଆ, ୯ଜଣଙ୍କୁ ଗିରଫ କରିଛି ଭଦ୍ରକ ଟାଉନ ପୋଲିସ

ଭଦ୍ରକ (କେନ୍ୟୁଜ) : ସଟଡାଉନ ଘୋଷଣା ହୋଇଥିବା ସତ୍ୱେ ସଟଡାଉନକୁ ମାନୁନାହାନ୍ତି ଅମାନିଆ। arrestସଟଡାଉନକୁ ନ ମାନିବା କାରଣରୁ୯ଜଣଙ୍କୁ ଗିରଫ କରିଛି ଭଦ୍ରକ ଟାଉନ ପୋଲିସ। ଭଦ୍ରକ ଟାଉନ ଥାନା ପୁଲିସ ୯ଜଣ ଯୁଵକଙ୍କୁ ଗିରଫ କରିଥିବା ଜଣାଯାଇଛି । ସମସ୍ତ ଯୁଵକଙ୍କୁ ୧୪ଦିନ ପାଇଁ…

ଭୁବନେଶ୍ୱର ଓ ଭଦ୍ରକ ହେବ ସମ୍ପୂର୍ଣ୍ଣ ବନ୍ଦ, ଆଜି ରାତି ୮ରୁ ରବିବାର ରାତି ୮ଟା ଯାଏଁ ପୂରା ସଟଡାଉନ୍ : ମୁଖ୍ୟ ଶାସନ…

ଭୁବନେଶ୍ୱର (କେ ନ୍ୟୁଜ୍‌) : ରାଜ୍ୟରେ କରୋନା ଭାଇରସ୍‌ର ଗୋଷ୍ଠୀ ସଂକ୍ରମଣ ବା କମ୍ୟୁନିଟି ସ୍ପ୍ରେଡିଂର ଆଶଙ୍କା ଦେଇଛି । ତେଣୁ ରାଜ୍ୟ ସରକାର ନେଇଛନ୍ତି ଆହୁରି କଠୋର ପଦକ୍ଷେପ । ୪୮ ଘଣ୍ଟା ପାଇଁ ପୂରା ଭୁବନେଶ୍ୱର ଓ ଭଦ୍ରକ ସହରକୁ ଲକ୍‌ଡାଉନ୍‌ରୁ ସଟ୍‌ ଡାଉନ୍‌ କରିବାକୁ ଯାଉଛନ୍ତି ।…