ସନମ ତେରି କସମ ୨ରେ ନଜର ଆସିବେ ଶ୍ରଦ୍ଧା କପୁର, ଖୁସି ହେଲେ ଶ୍ରଦ୍ଧାଙ୍କ ଫ୍ୟାନ୍ସ
ଦିନ୍ଦୀ ସିନେମାରେ ଏମିତି କିଛି ଖାସ ଫିଲ୍ମ ରହିଛି ଯାହାକି ବକ୍ସ ଅଫିସରେ ଅଧିକ ଟଙ୍କା ରୋଜଗାର କରିପାରିନାହିଁ । କିନ୍ତୁ ସେଥିରେ ରହିଥିବା କାହାଣୀ ଦର୍ଶକଙ୍କୁ ହୃଦୟକୁ ଛୁଇଁଥିବା ନଜିର ରହିଛି । ଯଦି ପୁଣିଥରେ ଏହି ପୁରୁଣା ଫିଲ୍ମ ଗୁଡିକ ସିନେମା ହଲରେ ରିଲିଜ ହେବା ଟ୍ରେଣ୍ଡ ଆରମ୍ଭ ହୁଏ…