ବରୁଣ ଧଓ୍ଵନ୍ଙ୍କ ପରେ ଏବେ ବିବାହ ବନ୍ଧନରେ ବାନ୍ଧି ହେବେ ଶ୍ରଦ୍ଧା କପୁର, ଜାଣନ୍ତୁ କିଏ ସେହି ଭାଗ୍ୟଶାଳୀ ବ୍ୟକ୍ତି
ବଲିଉଡ୍ରେ ଏବେ ବାହାଘର ସିଜନ୍ ଚାଲିଛି। ନିକଟରେ ବରୁଣ ଧଓ୍ଵନ୍ ନିଜ ଦୀର୍ଘଦିନର ଗାର୍ଲଫ୍ରେଣ୍ଡ ନତାଶା ଦଲାଲଙ୍କୁ ବିବାହ କରିଛନ୍ତି। ତେବେ ଏବେ ଖବର ଆସିଛି ଯେ ବଲିଉଡ୍ ଷ୍ଟାର ଶ୍ରଦ୍ଧା କପୁର ମଧ୍ୟ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଏନେଇ ଶ୍ରଦ୍ଧା କପୁରଙ୍କର ବନ୍ଧୁ ବରୁଣ…