ମହାନତା ଦେଖାଇଲେ ସମାଜସେବୀ ଅଭିମନ୍ୟୁ ଦାସ, ଅସହାୟଙ୍କ ଆତ୍ମାର ଶାନ୍ତି ପାଇଁ ଦେଲେ ଶ୍ରାଦ୍ଧ
କଟକ: ଏ ଦୁନିଆ ସ୍ୱାର୍ଥପର । ଯାହାର ଅନେକ ନଜିର ପ୍ରତିଦିନ ଦେଖିବାକୁ ମିଳେ ଆମ ଚାରିପାଖରେ । ରାସ୍ତାରେ ମରି ପଡ଼ିଥିଲେ ବି କେହି ଆଖି କଣରେ ଚାହାଁନ୍ତି ନାହାଁ କି ଟିକିଏ ଭଲ ମନ୍ଦ ପଚାରି ବୁଝନ୍ତି ନାହିଁ । ସମସ୍ତେ ନିଜ କାର୍ଯ୍ୟରେ ଏପରି ବ୍ୟସ୍ତ ରହୁଛନ୍ତି ଯେ କାହା କଥା ବୁଝିବା ପାଇଁ…