ଶ୍ରାବଣ ମାସରେ ଭୋଳାନାଥଙ୍କ ପୂଜା କରିବା ସମୟରେ ଧ୍ୟାନ ରଖନ୍ତୁ ୫ଟି ବିଶେଷ କଥା
ଶ୍ରାବଣ ମାସ ଚତୁର୍ମାସର ପ୍ରଥମ ମାସ ବୋଲି ଧରାଯାଏ । ଏହି ମାସ ଭଗବାନ ଶିବଙ୍କୁ ଅର୍ପଣ କରାଯାଇଛି । ପ୍ରାୟତଃ ସବୁ ମାସରେ କିଛି ନା କିଛି ପୂଜା ପର୍ବ ରହିଥାଏ । କିନ୍ତୁ ଶ୍ରାବଣ ମାସକୁ ବିଶେଷ କରି ଶିବଙ୍କୁ ସମର୍ପିତ କରାଯାଇଛି । ତେବେ ଖୁବ ଶୀଘ୍ର ଏହି ମାସ ଆରମ୍ଭ ହେବାକୁ ଯାଉଛି । ତେଣୁ…