ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ ପ୍ରଫେସର ହରିହର ହୋତାଙ୍କୁ ନିଯୁକ୍ତି
ପୁରୀ : ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ ନିଯୁକ୍ତି ପାଇଛନ୍ତି ପ୍ରଫେସର ହରିହର ହୋତା । ପ୍ରଫେସର ହୋତା ବର୍ତ୍ତମାନ ଏହାର ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ମଧ୍ୟ ଅଛନ୍ତି । ରାଜ୍ୟପାଳ ତଥା କୁଳାଧିପତି ଡ. ଗଣେଶୀ ଲାଲ ପ୍ରଫେସର ହୋତାଙ୍କୁ କୁଳପତି ଭାବେ…