ଚାକିରୀ ଦେବା ନାଁରେ ଠକେଇ, ଶ୍ରୀମନ୍ଦିର ପ୍ରଶାସନର ଲେଟର ପ୍ୟାଡ ଜାଲ
ପୁରୀ (କେନ୍ୟୁଜ୍) : ଚାକିରୀ ଦେବା ନାଁରେ ଠକେଇ। ଶ୍ରୀମନ୍ଦିର ପ୍ରଶାସନର ଲେଟର ପ୍ୟାଡକୁ ଜାଲ କରି ଏଭଳି ଠକେଇ କରିଛନ୍ତି କିଛି ଦୁର୍ବୃତ୍ତ। ଜାଲ ଲେଟର ପ୍ୟାଡରେ ନିଯୁକ୍ତି ପତ୍ର ପ୍ରସ୍ତୁତ କରି ଅନେକ ଯୁବକଙ୍କୁ ଦିଆଯାଇଛି। ସଂପୃକ୍ତ ଯୁବକମାନେ ଚାକିରୀ ପାଇଁ ଶ୍ରୀମନ୍ଦିର କାର୍ୟ୍ୟାଳୟକୁ…