ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗ, ଆଜି ଷ୍ଟାଟସ ରିପୋର୍ଟ ଦାଖଲ କରିବେ ରାଜ୍ୟ ସରକାର
ପୁରୀ (କେନ୍ୟୁଜ୍) : ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗରେ ନଭେମ୍ବର ୪ରେ ସୁପ୍ରିମକୋର୍ଟ ଦେଇଥିଲେ ୨୨ ଗୁରୁତ୍ତ୍ୱପୂର୍ଣ୍ଣ ନିର୍ଦେଶ । ୨୨ଟି ନିର୍ଦେଶରୁ କେତେ କଣ କାର୍ଯ୍ୟକାରୀ ହୋଇଛି, ଆଜି ଷ୍ଟାଟସ ରିପୋର୍ଟ ଦାଖଲ କରିବେ ରାଜ୍ୟ ସରକାର । କୋର୍ଟଙ୍କ ଆଦେଶ ଅନୁସାରେ ମନ୍ଦିର ନୀତିକାନ୍ତି,…