Browsing Tag

shrenu parekh

ରିହରସଲ୍ ସମୟରେ କଣ କଲେ ରାହୁଲ ? ଜୋରଦାର ଚାପୁଡା ମାରିଲେ ଟେଲି ଅଭିନେତ୍ରୀ

ପୁଣି ଥରେ ଚର୍ଚ୍ଚାରେ ରାହୁଲ୍ ମହାଜନ୍ । ତେବେ ଏଥର ଚର୍ଚ୍ଚା ନିଜ ବିବାହ ପାଇଁ ନୁହେଁ ବରଂ ନଚ ବଲିଏ ପାଇଁ । ସୋ ର ରିହରସଲ୍ ସମୟରେ ରାହୁଲଙ୍କୁ ଜୋରଦାର ଚାପୁଡା ମାରିଛନ୍ତି ଜଣେ ଟିଭି ଅଭିନେତ୍ରୀ । ତେବେ ପୁଣି କଣ କଲେ ରାହୁଲ ଯେ ସମସ୍ତଙ୍କ ସାମ୍ନାରେ ଚାପୁଡା ମାରିଲେ ଅଭିନେତ୍ରୀ ଜଣକ ।…