Browsing Tag

shreya ghosal

ପୁତ୍ର ସନ୍ତାନର ଜନନୀ ହେଲେ ବଲିଉଡ ଗାୟିକା ଶ୍ରେୟା ଘୋସାଲ, ସୋସିଆଲ ମିଡିଆରେ ନିଜେ ଦେଲେ ସୂଚନା

ବଲିଉଡ଼ର ସୁପ୍ରସିଦ୍ଧ ଗାୟିକା ଶ୍ରେୟା ଘୋସାଲ ଏକ ପୁତ୍ର ସନ୍ତାନର ଜନନୀ ହୋଇଛନ୍ତି । ଆଜି ଅପରାହ୍ନରେ ସୋସିଆଲ ମିଡ଼ିଆରେ ହିଁ ନିଜେ ଶ୍ରେୟା ପୋଷ୍ଟ କରି ସୂଚନା ଦେଇଛନ୍ତି । ଶ୍ରେୟା ଏହା ମଧ୍ୟ କହିଛନ୍ତି ଏହି ମୁହୂର୍ତ୍ତକୁ ସେ ଆଉ ତାଙ୍କ ସ୍ୱାମୀ ଶିଳାଦିତ୍ୟ ଖୁବ ଉତ୍ସୁକତାର ସହ ଅପେକ୍ଷା…