Browsing Tag

shreyas-iyer

କୋଲକତା ବାଛିଲା ନୂଆ ଅଧିନାୟକ, ଶ୍ରେୟସଙ୍କ ସ୍ଥାନରେ ଦଳର ଦାୟିତ୍ୱ ନେବେ ନିତିଶ ରାଣା

ଆଇପିଏଲ୍‌ ୨୦୨୩ ମାର୍ଚ୍ଚ ୩୧ରୁ ଆରମ୍ଭ ହେବାକୁ ଯାଉଛି । ପ୍ରଥମ ମ୍ୟାଚରେ ଗୁଜରାଟ ଟାଇଟନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ପରସ୍ପରକୁ ଟକ୍କର ଦେବେ । କୋଲକତା ନାଇଟ ରାଇଡର୍ସର ପ୍ରଥମ ମ୍ୟାଚ୍‌ ପଞ୍ଜାବ କିଙ୍ଗସ ସହିତ ରହିଛି । ଆଉ କୋଲକତା ନାଇଟ ରାଇଡର୍ସର ଅଧିନାୟକ ଶ୍ରେୟସ ଆୟର ଆହତ ହେବା ପରେ…

କୋଲକତା ନାଇଟ ରାଇଡର୍ସକୁ ଝଟକା, ଆଇପିଏଲ ୧୬ରୁ ବାଦ୍‌ ପଡିଲେ ଟିମର ଅଧିନାୟକ ଶ୍ରେୟସ ଆୟର

ଆଇପିଏଲ୍‌ ସିଜନ ୧୬ରୁ ବାଦ୍‌ ପଡିଛନ୍ତି କେକେଆର ଅଧିନାୟକ ଶ୍ରେୟସ ଆୟର । ଆହତ ଜନିତ ସମସ୍ୟା ଯୋଗୁଁ ଆଇପିଏଲ୍‌ ୨୦୨୩ ଏବଂ ଓ୍ଵାଲର୍ଡ ଟେଷ୍ଟ ଚାମ୍ପିଅନସିପ ଫାଇନାଲରୁ ବାଦ୍‌ ପଡିପାରନ୍ତି । ୨୦୨୩ ଆଇପିଏଲ ସିଜିନ ପାଇଁ କେକେଆରର ଅଧିନାୟକ ରହିଥିଲେ ଶ୍ରେୟସ ଆୟର । ଆଉ ଆହତଜନିତ ସମସ୍ୟା ଯୋଗୁଁ…

ସୁସ୍ଥ ହୋଇନାହାନ୍ତି ଶ୍ରେୟସ ଆୟର, କିଏ ହେବ କୋଲକତା ଟିମର ଅଧିନାୟକ !

ଅଷ୍ଟ୍ରେଲିଆ ବିପକ୍ଷରେ ଅହମଦାବାଦ ଟେଷ୍ଟ ମ୍ୟାଚର ତୃତୀୟ ଦିନରେ ଖେଳ ସମୟରେ ପିଠିରେ ଯନ୍ତ୍ରଣା ଯୋଗୁଁ ମ୍ୟାଚରୁ ବାଦ୍‌ ପଡିଥିଲେ । ଏହା ପରେ ସେ ଟେଷ୍ଟ ମ୍ୟାଚ୍‌ ଖେଳିନଥିଲେ । ତେବେ ଆଗାମୀ ଆଇପିଏଲ୍‌ ସିଜନ ପାଇଁ ଶ୍ରେୟସ ଫିଟ୍‌ କି ନାହିଁ ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ଆଗାମୀ…

ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ପୂର୍ବରୁ ଭାରତକୁ ଝଟକା, ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଶ୍ରେୟସ ଆୟର ଆହତ

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନିଟି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ମାର୍ଚ୍ଚ ୧୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ମୁମ୍ବାଇର ଓ୍ଵାଙ୍ଖଡେ ଷ୍ଟାଡିୟମରେ ମ୍ୟାଚ ଖେଳାଯିବ । ବର୍ଡର ଗାଭାସ୍କର ଟ୍ରଫିର ଟେଷ୍ଟ ସିରିଜ ପରେ ପରେ ଦିନିକିଆ ମ୍ୟାଚ୍‌ ଖେଳିବ । ତେବେ ଶେଷ ଟେଷ୍ଟ ମ୍ୟାଚରେ…

କଙ୍ଗାରୁ ଦଳକୁ ନଚାଇବା ପୂର୍ବରୁ ଶିଖରଙ୍କ ସହିତ ନାଚିଲେ ଶ୍ରେୟସ ଆୟର, ଦେଖନ୍ତୁ ଭିଡିଓ

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୪ଟି ଟେଷ୍ଟ ମ୍ୟାଚ ସିରିଜ ୯ ଫେବୃଆରୀରୁ ନାଗପୁରରେ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ୨ଟି ମ୍ୟାଚ୍‌ ପାଇଁ ଭାରତୀୟ ଟିମ୍‌ ଘୋଷଣା ହୋଇସାରିଛି । ଏହି ତାଲିକାରେ ଶ୍ରେୟସ ଆୟରଙ୍କ ନାମ ସାମିଲ ରହିଛି। ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ସିରିଜ ପୂର୍ବରୁ ଆୟରଙ୍କ…

ଶ୍ରେୟସ ଆୟର ଏବଂ ରବି ବିଷ୍ନୋଇଙ୍କୁ ଝଟକା, ଟି-୨୦ ବିଶ୍ୱକପ ପାଇଁ ଅଷ୍ଟ୍ରେଲିଆ ଗସ୍ତ ରଦ୍ଦ କଲା ବିସିସିଆଇ

ଟି-୨୦ ବିଶ୍ୱକପ ୨୦୨୨ ପୂର୍ବରୁ ବିସିସିଆଇ ବଡ ନିଷ୍ପତ୍ତି ନେଇଛି। ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଟିମ୍‌ ଇଣ୍ଡିଆର ୨ ଖେଳାଳିଙ୍କୁ ବିସିସିଆଇ ଝଟକା ଦେଇଛି। ଭାରତୀୟ ମ୍ୟାନେଜମେଣ୍ଟ ଟି-୨୦ ବିଶ୍ୱକପ୍‌ ୨୦୨୨ ପାଇଁ ଏମାନଙ୍କୁ ଅଷ୍ଟ୍ରେଲିଆ ନ ପଠାଇବାକୁ ନିଷ୍ପତ୍ତି ନେଇଛି। ଶ୍ରେୟସ ଆୟର ଏବଂ ରବି…

ନୂଆବର୍ଷରେ ହୋଟେଲ ଷ୍ଟାଫ୍‌ଙ୍କ ସହିତ ଜବରଦସ୍ତ ଡ୍ୟାନ୍ସ କଲେ ଶ୍ରେୟସ ଆୟର ଓ ମହମ୍ମଦ ସିରାଜ, ଦେଖନ୍ତୁ ଭିଡିଓ

ସେଞ୍ଚୁରିଆନରେ ବିଜୟ ହାସଲ କରିବା ପରେ ଭାରତୀୟ ଖେଳାଳିଙ୍କ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି। ଏବେ ନୂଆବର୍ଷ ସେଲିବ୍ରେସନ କରୁଥିବା ଟିମ୍‌ ଇଣ୍ଡିଆର ଏକ ଡ୍ୟାନ୍ସ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓକୁ ଶ୍ରେୟସ ଆୟର ସେୟାର କରିଛନ୍ତି। ଏଥିରେ ଶ୍ରେୟସ ଆୟର ସାଥି ଖେଳାଳି…

ଭାରତ- ନ୍ୟୁଜିଲାଣ୍ଡ କାନପୁର ଟେଷ୍ଟ ଦ୍ୱିତୀୟ ଦିନ, ଡେବ୍ୟୁ ମ୍ୟାଚରେ ଶତକ ମାରି ରେକର୍ଡ କଲେ ଶ୍ରେୟସ ଆୟର

କାନପୁରରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଡେବ୍ୟୁ କରିଥିବା ଶ୍ରେୟସ ଆୟର ରେକର୍ଡ କରିଛନ୍ତି। ପ୍ରଥମ ଟେଷ୍ଟ ମ୍ୟାଚରେ ଡେବ୍ୟୁ କରି ଶତକ ହାସଲ କରିଛନ୍ତି ଶ୍ରେୟସ। । ନିଜ ପ୍ରଥମ ଇନିଂସରେ ସେ ସୁନିଲ ଗାଭାସ୍କରଙ୍କୁ ପଛରେ ପକାଇଦେଇଛନ୍ତି । ସୁନିଲ ଗାଭାସ୍କର ୧୯୭୧ରେ ଓ୍ୱେଷ୍ଟଇଣ୍ଡିଜ ବିପକ୍ଷରେ…

ଟିମ୍ ଇଣ୍ଡିଆ ବ୍ୟାଟ୍ସମ୍ୟାନ ଶ୍ରେୟସ ଅୟରଙ୍କ କାନ୍ଧ ଅସ୍ତ୍ରୋପଚାର ସଫଳ, ଟ୍ବିଟ କରି ଫ୍ଯାନଙ୍କୁ ଧନ୍ଯବାଦ ଜଣାଇଲେ…

ଟିମ୍ ଇଣ୍ଡିଆ ବ୍ୟାଟ୍ସମ୍ୟାନ ଶ୍ରେୟସ ଅୟରଙ୍କର ଗୁରୁବାର ଦିନ ଅପରେସନ ସଫଳ ହୋଇଛି। ଇଂଲଣ୍ଡ ଦିନିକିଆ ସିରିଜ୍ ସମୟରେ ଶ୍ରେୟସଙ୍କ କାନ୍ଧରେ ଆଘାତ ହୋଇଥିଲା। ସେଥିପାଇଁ ସେ ଆଇପିଏଲ୍ ସିଜନ୍ ୧୪ ରୁ ବାଦ୍ ପଡିଥିଲେ। ତାଙ୍କ କାନ୍ଧ ଅପରେସନ ସଫଳ ହୋଇଛି ଏବଂ ସେ ଖୁବଶୀଘ୍ର ମଇଦାନକୁ ଫେରିବାକୁ…

ଦିନିକିଆ ସିରିଜ୍‌ରୁ ବାହାରିଲେ ଶ୍ରେୟସ୍‌ ଆୟର, ଆଇପିଏଲ୍‌ରୁ ବାଦ୍‌ ପଡ଼ିବା ନେଇ ବଢ଼ିଲା ଆଶଙ୍କା

ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଆଘାତପ୍ରାପ୍ତ ହୋଇଥିବା ଭାରତୀୟ ବ୍ୟାଟ୍ସମ୍ୟାନ ଶ୍ରେୟସ୍‌ ଆୟରଙ୍କୁ ସିରିଜ୍‌ରୁ ବାହାର କରି ଦିଆଯାଇଛି। ଅର୍ଥାତ୍‌ ଆୟର ଆସନ୍ତା ୨୬ ଏବଂ ୨୮ ମାର୍ଚ୍ଚରେ ହେବାକୁ ଥିବା ସିରିଜ୍‌ର ବାକି ଦୁଇଟି ମ୍ୟାଚ୍‌ ଖେଳିପାରିବେ ନାହିଁ। ତେବେ ଆୟର ନିଜ…

ବଲ୍ ରୋକିବାକୁ ଡ୍ରାଇଭ ମାରୁଥିବା ବେଳେ ଖସିଲା ଶ୍ରେୟସଙ୍କ ବାମ କାନ୍ଧ ହାଡ଼, ଆଇପିଏଲରୁ ପଡିପାରନ୍ତି ବାଦ୍

ଭାରତ- ଇଂଲଣ୍ଡ ମଧ୍ୟରେ ପୁଣେରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଟିମ୍ ଇଣ୍ଡିଆକୁ ବଡ ଝଡକା ଲାଗିଛି। ଟିମ୍ ଇଣ୍ଡିଆ ଏହି ମ୍ଯାଚ ଜିତିଛି ସତ କିନ୍ତୁ ଭାରତୀୟ ବ୍ୟାଟସମ୍ୟାନ ଶ୍ରେୟସ ଆୟରଙ୍କୁ ଫିଲ୍ଡିଂ ସମୟରେ ଆଘାତ ଲାଗିଛି। ବଲ୍ ରୋକିବା ପ୍ରୟାସରେ ଡ୍ରାଇଭ ମାରିଥିଲେ। ତାଙ୍କ ବାମ କାନ୍ଧର…

ଡ୍ୟାନ୍ସ କରୁଥିବା ବେଳେ ଶ୍ରେୟସ ଅୟର ହଠାତ ଭଉଣୀକୁ ମାରିଲେ ଲାତ, ଆଉ ତା’ ପରେ

କରୋନା ଭାଇରସ କାରଣରୁ ଲକଡାଉନ ପାଇଁ ସମସ୍ତ କ୍ରିକେଟର ନିଜ ନିଜ ଘରେ ସମୟ ବିତାଉଛନ୍ତି। ଏହି ସମୟରେ ଶ୍ରେୟସ ଅୟର ମଧ୍ୟ ଡ୍ୟାନ୍ସ କରି ଟାଇମ୍ ପାସ କରୁଥିବା ବେଳେ ହଠାତ ନିଜ ସହ ନାଚୁଥିବା ଭଉଣୀକୁ ଜୋରରେ ଲାତ ମାରିଛନ୍ତି। ଯାହାର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ…