‘ଏମରଜେନ୍ସି’ରେ ଅବିକଳ ଅଟଳ ବିହାରୀ ବାଜପେୟୀଙ୍କ ଭଳି ନଜର ଆସୁଛନ୍ତି ଶ୍ରେୟସ, ସାମ୍ନାକୁ ଆସିଲା ଫାଷ୍ଟ ଲୁକ୍
କଙ୍ଗନା ରାଣାଓ୍ଵତ୍ଙ୍କ ଫିଲ୍ମ ଏମରଜେନ୍ସି ଏବେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି। ଏହି ଫିଲ୍ମରେ କଙ୍ଗନା ପୂର୍ବ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିବେ। ସେ ଏହି ଫିଲ୍ମରେ ଅଭିନୟ ସହ ନିର୍ଦ୍ଦେଶନା ମଧ୍ୟ ଦେଉଛନ୍ତି। କିଛି ଦିନ ତଳେ ଏହି ଫିଲ୍ମର ଅଭିନେତ୍ରୀ ଓ ଅନୁପମ…