Browsing Tag

shri amarnath yatra

ନିର୍ଦ୍ଧାରିତ ସମୟର ୧ ସପ୍ତାହ ପୂର୍ବରୁ ଅମରନାଥ ଯାତ୍ରା ବନ୍ଦ, ପ୍ରବଳ ବର୍ଷା ଯୋଗୁଁ ନଷ୍ଟ ହୋଇଯାଇଛି ରାସ୍ତା

ସାରା ଦେଶରେ ମୌସୁମୀଜନିତ ବର୍ଷା ଯୋଗୁଁ ବନ୍ଦ ହେଲା ଅମରନାଥ ଯାତ୍ରା । ଧାର୍ଯ୍ୟ ହୋଇଥିବା ସମୟର ୧ ସପ୍ତାହ ପୂର୍ବରୁ ଅମରନାଥ ଯାତ୍ରାକୁ ବନ୍ଦ କରିଦିଆଯାଇଛି । ଜମ୍ମୁ-କଶ୍ମୀର, ହିମାଚଳ ପ୍ରଦେଶ ଏବଂ ପଞ୍ଜାବରେ ପରିସ୍ଥିତି ସଙ୍ଗୀନ ରହିଛି । ଲଗାଣ ବର୍ଷା ଯୋଗୁଁ ଅମରନାଥ ଯାତ୍ରାକୁ ଏକ…

ଜମ୍ମୁ କଶ୍ମୀରରେ ପ୍ରବଳ ବର୍ଷା ଏବଂ ଭୂସ୍ଖଳନ, ଅମରନାଥ ଯାତ୍ରା ଆଜି ପାଇଁ ବନ୍ଦ

ଅମରନାଥ ଯାତ୍ରା ଆଜି ପାଇଁ ବନ୍ଦ କରିଦିଆଯାଇଛି । ଏହି ଯାତ୍ରା ପହଲଗାମ ଏବଂ ବାଲତାଲ ଦୁଇଟି ଯାକ ବେସ କ୍ୟାମ୍ପରୁ ରୋକି ଦିଆଯାଇଛି । ଗତ ଦୁଇଦିନ ହେଲାଣି ଲଗାତାର ବର୍ଷା ହେଉଛି, ଏଥିପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି । ଜମ୍ମୁ କଶ୍ମୀର ସୂଚନା ବିଭାଗ ସୂଚନା ଦେଇଛି । ପ୍ରବଳ ବର୍ଷା…

ପ୍ରବଳ ବର୍ଷା ଯୋଗୁଁ ଅମରନାଥ ଯାତ୍ରା ସ୍ଥଗିତ, ଖବରକୁ ଗୁଜବ ବୋଲି କହିଲେ ଜମ୍ମୁ କଶ୍ମୀର DIPRO

ପ୍ରବଳ ବର୍ଷା ହେଉଥିବାରୁ ଅମରନାଥ ଯାତ୍ରାକୁ ସ୍ଥଗିତ କରାଯାଇଛି । ପ୍ରବଳ ବର୍ଷା ପାଇଁ ଯାତାୟତରେ ଅସୁବିଧା ହେବା ସହ ବାଲଥାଲ ଏବଂ ପହଲଗାମରୁ ତୀର୍ଥଯାତ୍ରୀଙ୍କୁ ବର୍ତ୍ତମାନ ପାଇଁ ବନ୍ଦ କରାଯାଇଛି । ତୀର୍ଥଯାତ୍ରୀଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ପ୍ରଥମ ଥର ପାଇଁ ଅମରନାଥ ଯାତ୍ରାକୁ ସ୍ଥଗିତ…

ତରଳି ଯାଉଛନ୍ତି ବାବା ଅମରନାଥ, ଦେଖିବାକୁ ଲାଗୁଛି ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ

ପହଲଗାମ ଆତଙ୍କୀ ଆକ୍ରମଣ ପରେ ଅମରନାଥ ଯାତ୍ରାର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।  ତେବେ ବରଫରେ ସଷ୍ଟି ହୋଇଥିବା ଶିବ ଲିଙ୍ଗ ଖୁବଶୀଘ୍ର ତରଳି ଯାଉଛି ।  ଯେଉଁଥିପାଇଁ ତୀର୍ଥଯାତ୍ରୀଙ୍କ ଭିଡ଼ ଦେଖାଯାଉଛି ।  ତେବେ ବର୍ତମାନ ପର୍ଯ୍ୟନ୍ତ ୧୭ ହଜାରରୁ ଅଧିକ ଶ୍ରଦ୍ଧାଳୁ ଶିବଲିଙ୍ଗ…

ଅମରନାଥ ଯାତ୍ରା ବେଳେ ବସ୍ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ

ହରହର ମହାଦେବ ଓ ବମ୍ ବମ୍ ଭୋଲେ ନାରାରେ କମ୍ପିଥିଲା ପରିବେଶ । ଶ୍ରଦ୍ଧାଳୁମାନେ ଉତ୍ସାହର ସହ ଯାତ୍ରା ମଧ୍ୟ ଆରମ୍ଭ କରିଥିଲେ । କିନ୍ତୁ ହଠାତ ଘଟିଗଲା ଏଭଳି ଦୁର୍ଘଟଣା, ଯାହାଫଳରେ ଯାତ୍ରୀମାନେ ଭୟଭୀତ ହୋଇଗଲେ । ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତିଗଲେ ଯାତ୍ରୀ । ଜୁଲାଇ ୨ ତାରିଖରେ ଅମରନାଥ…

ଆଜିଠାରୁ ଆରମ୍ଭ ହେଲା ପ୍ରସିଦ୍ଧ ଅମରନାଥ ଯାତ୍ରା, ସାଢ଼େ ୩ ଲକ୍ଷ ଶ୍ରଦ୍ଧାଳୁ କରିଛନ୍ତି ପଞ୍ଜିକରଣ

ଆଜିଠାରୁ ଆରମ୍ଭ ହୋଇଛି ପ୍ରସିଦ୍ଧ ଅମରନାଥ ଯାତ୍ରା । କଡ଼ା ସୁରକ୍ଷା ଭିତରେ ଆରମ୍ଭ ହେଲା ଅମରନାଥ ଯାତ୍ରା । ପାହାଡ଼ରେ ଗୁଞ୍ଜରିତ ହେଉଛି ହରହର ମହାଦେବ ଧ୍ବନୀ । ଶିବ ମନ୍ତ୍ର ଉଚ୍ଚାରଣ କରି ପବିତ୍ର ଅମରନାଥ ଗୁମ୍ଫା ଅଭିମୁଖେ ଯାତ୍ରା କଲେ ପ୍ରଥମ ବ୍ୟାଚ୍ ଭକ୍ତ । ଜମ୍ମୁ ବେସ୍ କ୍ୟାମ୍ପ ଭଗବତୀ…

ଅମରନାଥ ପାଇଁ ସୁରକ୍ଷା ବ୍ୟବସ୍ଥା ବିନା ଯାତ୍ରା କରିପାରିବେ ନାହିଁ ଶ୍ରଦ୍ଧାଳୁ, ଜୁଲାଇ ୩ରୁ ଆରମ୍ଭ ହେଉଛି ଯାତ୍ରା

ଅମରନାଥ ଯାତ୍ରା ଜୁଲାଇ ୩ ତାରିଖରୁ ଆରମ୍ଭ ହେଉଛି । ଅମରନାଥ ଯାତ୍ରା ପାଇଁ ପ୍ରଶାସନ ସମସ୍ତ ପ୍ରକାରର ପ୍ରସ୍ତୁତି କରିସାରିଛି । ପହଲଗାମ ଆତଙ୍କୀ ଆକ୍ରମଣ ପରେ ଅମରନାଥ ଯାତ୍ରାକୁ ଯିବାକୁ ଥିବା ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି । ଅମରନାଥ ଯାତ୍ରା ପାଇଁ…

ଅମରନାଥ ଯାତ୍ରାକୁ ନେଇ ସରକାର କମାଇଲେ ସମୟ, ଏବେ ୫୨ ନୁହେଁ ୩୮ ଦିନ ହେବ ଯାତ୍ରା

ନୂଆଦିଲ୍ଲୀ : ଚଳିତବର୍ଷ ଅମରନାଥ ଯାତ୍ରା ଅବଧିକୁ କମାଇ ଦିଆଯାଇଛି । ଚଳିତବର୍ଷ ଅମରନାଥ ଯାତ୍ରା ଜୁଲାଇ ୩ ତାରିଖରୁ ଆରମ୍ଭ ହୋଇ ୩୮ ଦିନ ଯାଏଁ ଚାଲିବ । ଗତଥର ଅମରନାଥ ଯାତ୍ରା ୫୨ ଦିନ ଯାଏଁ ଚାଲିଥିଲା । କିନ୍ତୁ ଏଥର ଯାତ୍ରା ସମୟକୁ କମାଇ ଦିଆଯାଇଛି । ପହଲଗାମ ଆତଙ୍କୀ ଆକ୍ରମଣ ପରେ ଜମ୍ମୁ…

ଜୁଲାଇ ୩ରୁ ଅମରନାଥ ଯାତ୍ରା ଆରମ୍ଭ, ସାମ୍ନାକୁ ଆସିଲା ବାବାଙ୍କ ପ୍ରଥମ ଫଟୋ

ଅମରନାଥ ଯାତ୍ରା ଆରମ୍ଭ ହେବାକୁ ଆଉ ୨ ମାସ ବାକି ରହିଛି । କିନ୍ତୁ ଏହା ପୂର୍ବରୁ ଅମରନାଥ ଶିବଲିଙ୍ଗର ପ୍ରଥମ ଫଟୋ ସାମ୍ନାକୁ ଆସିଛି । ଚଳିତବର୍ଷର ପ୍ରଥମ ଫଟୋ ସାମ୍ନାକୁ ଆସିଛି । ଏଥିରେ ବରଫରେ ନିର୍ମିତ ସ୍ବୟମ୍ଭୁ ଶିବଲିଙ୍ଗର ଅଦ୍ଭୁତ ଏବଂ ଅଲୌକିକ ରୂପ ଦେଖିବାକୁ ମିଳିଛି । ଏହି ଶିବଲିଙ୍ଗ…

ଅମରନାଥ ଯିବାକୁ ଥିବା ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର, ଏପ୍ରିଲ ୧୪ରୁ ପ୍ରି-ରେଜିଷ୍ଟ୍ରେସନ ଆରମ୍ଭ

ଅମରନାଥ ଯାତ୍ରାକୁ ଯିବାକୁ ଇଚ୍ଛା ରଖିଥିବା ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର । ଅମରନାଥ ଯାତ୍ରା ପାଇଁ ପ୍ରି ରେଜିଷ୍ଟ୍ରେସନ ତାରିଖ ଘୋଷଣା ହୋଇଛି । ଚଳିତବର୍ଷ ଅମରନାଥ ଯାତ୍ରା ୩ ଜୁଲାଇରୁ ଆରମ୍ଭ ହୋଇ ୯ ଅଗଷ୍ଟ ଯାଏଁ ଚାଲିବ । ଏଥିପାଇଁ ପ୍ରି ରେଜିଷ୍ଟ୍ରେସନ ୧୪ ଏପ୍ରିଲରୁ ଆରମ୍ଭ ହେବ ।…

ଜୁଲାଇ ୩ ରୁ ଅମରନାଥ ଯାତ୍ରା ଆରମ୍ଭ, ଏମାନଙ୍କୁ ମିଳିବନି ଅନୁମତି

ଅମରନାଥ ଯାତ୍ରା କରିବାକୁ ଚାହୁଁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର । ଚଳିତବର୍ଷ ଅମରନାଥ ଯାତ୍ରା ପାଇଁ ସରକାର ତାରିଖ ଘୋଷଣା କରିଛନ୍ତି । ମାତା ବୈଷ୍ଣୌଦେବୀ ଶ୍ରୀଇନ ବୋର୍ଡ କମିଟି ବୈଠକର ନିଷ୍ପତ୍ତି ମୁତାବକ ଜୁଲାଇ ୩ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଚଳିତ…