ଯୋଗଗୁରୁ ସ୍ବାମୀ ଶିବାନନ୍ଦ ସରସ୍ବତୀଙ୍କ ପରଲୋକ, ୧୨୮ ବର୍ଷ ବୟସରେ ଦେହାନ୍ତ
ଶତାୟୁ ଯୋଗଗୁରୁ ସ୍ବାମୀ ଶିବାନନ୍ଦ ସରସ୍ବତୀଙ୍କ ପରଲୋକ । ବାରଣାସୀରେ ହୃଦଘାତରେ ଗତରାତିରେ ସେ ଆଖି ବୁଜିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୧୨୮ ବର୍ଷ ବୟସ ହୋଇଥିଲା । ଆଜି ତାଙ୍କର ଶେଷକୃତ୍ୟ ସଂପନ୍ନ ହେବ । ବ୍ରିଟିଶ ଇଣ୍ଡିଆରେ ବର୍ତ୍ତମାନର ବାଂଲାଦେଶ ସିଲହଟ ଜିଲ୍ଲାରେ ୧୮୯୭ ଅଗଷ୍ଟ ୮ରେ…