ଗଣପତିଙ୍କ କୃପା ପାଇବା ପାଇଁ କରନ୍ତୁ ଏହି ଉପାୟ, ନିମିଷକେ ହେବ ମନସ୍କାମନା ପୂର୍ଣ
ବୁଧବାର ଦିନ ଗଣେଶଜୀଙ୍କୁ ସମର୍ପିତ ଅଟେ | ଏହି ଦିନ ବିଧି ବିଧାନ ସହ ଭଗବାନ ଗଣେଶଙ୍କୁ ପୂଜା କଲେ ଭକ୍ତର ସବୁ ଦୁଃଖ ଦୂର ହେବା ସହ ମନସ୍କାମନା ପୂର୍ଣ ହୋଇଥାଏ | ହିନ୍ଦୁ ଧର୍ମରେ ଯେ କୌଣସି ଶୁଭ କାମ ଆରମ୍ଭରେ ଗଣେଶଙ୍କୁ ପୂଜା କରାଯାଇଥାଏ | ତେଣୁ ବୁଧବାର ଦିନ ଏହିସବୁ ଉପାୟ କରିବା ଦ୍ୱାରା…