କିସ୍ ଆଥଲେଟିକ୍ ଷ୍ଟାଡିୟମରେ ଚାଲିଛି ୩୧ତମ ଶ୍ରୀ ହନୁମାନ ଚାଳିଶା ମହାଯଜ୍ଞ, ସନ୍ଧ୍ୟା ୭ରେ ହେବ ସୁନ୍ଦରକାଣ୍ଡ ପାଠ
ଭୁବନେଶ୍ୱର : ଶ୍ରୀ ହନୁମାନ ଭକ୍ତମଣ୍ଡଳୀ ପକ୍ଷରୁ ଆଜି ୩୧ତମ ବିଶାଳ ଶ୍ରୀ ହନୁମାନ ଚାଳିଶା ମହାଯଜ୍ଞ କିସ୍ ଆଥଲେଟିକ୍ ଷ୍ଟାଡିୟମ୍ ନିକଟ ପଡ଼ିଆରେ ଅନୁଷ୍ଠିତ ହେବ । ଏହା ହେଉଛି ଭାରତର ଅନ୍ୟତମ ବିରାଟ ହନୁମାନ ଚାଳିଶା ମହାଯଜ୍ଞ । ଆଜି ସକାଳ ୯ଟାରେ ୧୦୮ ସାମୂହିକ ହନୁମାନ ଚାଳିଶା ପାଠ ଓ…