Browsing Tag

shri jaganatha

ଆଜି ହରିଶୟନ ଏକାଦଶୀ, କାଳିଆକୁ ଲାଗୁ ହେବ ଚୁଡ଼ାଘଷା

ପୁରୀ: ଆଜି ହରିଶୟନ ଏକାଦଶୀ, ମୋ ଜଗା ଖାଇବ ଚୁଡାଘଷା । ରଥ ଯାତ୍ରା ଆସିଲେ ଲୋକରଣ୍ୟ ହୋଇ ଉଠେ ଶ୍ରୀକ୍ଷେତ୍ର।  ଭକ୍ତ ଓ ଭଗବାନ ଙ୍କ ମଧ୍ୟରେ ସମ୍ପର୍କର ସେତୁ ବଢିବା ଲାଗିଥାଏ  ।  ତେବେ ଅନେକ ଭକ୍ତ ଅଛନ୍ତି ଯେଉଁମାନେ ବଡ଼ ଦାଣ୍ଡ ରେ ମହାପ୍ରଭୁ ଙ୍କୁ ଚୁଡାଘଷା ଭୋଗ ଅର୍ପଣ କରିଥାନ୍ତି  । …

ଜଗା ପାଇଁ ତୁଳସୀ ଧରି ସୁଦୂର ଅନୁଗୋଳରୁ ଶ୍ରୀକ୍ଷେତ୍ର ଯାଉଛନ୍ତି ଚିଣ୍ଟୁ ବାବା, ଦୀର୍ଘ ୯ ବର୍ଷ ଧରି କରୁଛନ୍ତି ଏହି…

ସୂର୍ଯ୍ୟ ଉଇଁବା ପୂର୍ବରୁ ଗାଡ଼ି ଧରି ଜଣେ ବ୍ୟକ୍ତି ବାହାରିଛନ୍ତି ଶ୍ରୀକ୍ଷେତ୍ର । ନିଜକୁ ମହାପ୍ରଭୁଙ୍କର ଦାସ କହି ଜଗନ୍ନାଥଙ୍କ ସେବାରେ ନିଜକୁ ସମର୍ପି ଦେଇଛନ୍ତିି । ଲୋକମାନେ ଶ୍ରଦ୍ଧାରେ ତାଙ୍କୁ ଚିଣ୍ଟୁ ବାବା ବୋଲି ଡାକନ୍ତି । ଢେଙ୍କାନାଳ ଏକଘରିଆ ଶରଣ ଶ୍ରୀକ୍ଷେତ୍ରର ଚିଣ୍ଟୁ ବାବା…

ଶ୍ରୀକ୍ଷେତ୍ର ଅଭିମୁଖେ ଜୟ ଜଗନ୍ନାଥ ଅର୍ପଣ ରଥ

ଜୟ ଜଗନ୍ନାଥ ଧ୍ବନିରେ ପୁରପଲ୍ଲୀ ମୁଖରିତ । ସାରା ରାଜ୍ୟରୁ ଶ୍ରୀକ୍ଷେତ୍ର ଅଭିମୁଖେ ଗଡ଼ିବା ଆରମ୍ଭ କରିଛି ଜୟ ଜଗନ୍ନାଥ ଅର୍ପଣ ରଥ ।  ଜୟ ଜଗନ୍ନାଥ ଧ୍ବନି, ହରିବୋଲ ଓ ହୁଳୁହୁଳିରେ ମୁଖରିତ ହେଉଛି ଗାଁ ଦାଣ୍ଡ ।  ଘର ଘର ବୁଲି ସଂଗ୍ରହ ହେଉଛି ଗୁଆ ଓ ଚାଉଳ ।  ଗାଁ ଦାଣ୍ଡରେ ମୁରୁଜ ଓ ଚିତା…

ଖୁବ ଧୁମଧାମରେ ପାଳିତ ହେଉଛି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବତିଶ ବେଶ, ଦର୍ଶନ ପାଇଁ ଜମୁଛି ଭକ୍ତଙ୍କ ଭିଡ

ମହାପ୍ରଭୁଙ୍କର କେତେ ଯେ ରୂପ ତାହା କହିଲେ ନ ସରେ । ବର୍ଷ ସାରା ଅନେକ ବେଶରେ ନିଜ ଭକ୍ତଙ୍କୁ ଦର୍ଶନ ଦିଅନ୍ତି ମହାପ୍ରଭୁ । ସେହିଭଳି ବାଲେଶ୍ୱର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଚକସାର୍ଥାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବତିଶ ବେଶ ଏବଂ ମଧୁର ମେଳା ୨୦୨୩ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି ।…

ବାହାର ଚନ୍ଦନ ଯାତ୍ରା ପାଇଁ ସ୍ୱତନ୍ତ୍ର ଟାହିଆ

ମାନବୀୟ ଲୀଳା ଖେଳା କରୁଥିବା ମହାପ୍ରଭୁଙ୍କ ଚାଲିଛି ୨୧ଦିନ ବ୍ଯାପୀ ବାହାର ଚନ୍ଦନ ଯାତ୍ରା। ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା କରୁଛନ୍ତି ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା। ପ୍ରଭୁ ମଦନମୋହନ ପ୍ରତିଦିନ ସୁସଜ୍ଜିତ ଟାହିଆ ପରିଧାନ କରି ଜଳକ୍ରୀଡ଼ା କରୁଛନ୍ତି। ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା…

ଆସନ୍ତା କାଲି ଶ୍ରୀକ୍ଷେତ୍ରରେ ପାଳିତ ହେବ ଶ୍ରୀଜୀଉଙ୍କ ବାମନ ଉତ୍ସବ ସହିତ ସୁନିଆ ପର୍ବ, ଲାଗି ହେବ ସୁବର୍ଣ୍ଣ ଥାଳିରେ…

ଆସନ୍ତା କାଲି ଶ୍ରୀ ଜୀଉଙ୍କ ବାମନ ବେଶ। କେତେକ ଏହାକୁ ବଳିବାମନ ବେଶ ବୋଲି ମଧ୍ୟ କହିଥାନ୍ତି। ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଦ୍ୱାଦଶୀ ତିଥିରେ ଶ୍ରୀକ୍ଷେତ୍ରରେ ଏହି ପର୍ବକୁ ପାଳନ କରାଯାଏ। ପ୍ରତ୍ୟେକ ଓଡ଼ିଆଙ୍କ ଘରେ ଏହି ପର୍ବକୁ ପାଳନ କରାଯାଏ। ପୌରାଣିକ କଥାକୁ ଯଦି ଦେଖିବା ତେବେ…