ତ୍ରିଦିବସୀୟ ଶ୍ରୀ ଜଗନ୍ନାଥ ମହୋତ୍ସବ ଉଦଘାଟିତ, ମହାପ୍ରଭୁଙ୍କ ଚବିଶ ବେଶ ପ୍ରଦର୍ଶିତ
ଯାଜପୁର(କେନ୍ୟୁଜ): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଭାଲୁଖାଇସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ତ୍ରିଦିବସୀୟ ଶ୍ରୀ ଜଗନ୍ନାଥ ମହୋତ୍ସବ ଉଦଯାପିତ ହୋଇଯାଇଛି। ଆନ୍ତର୍ଜାତୀୟ ଚାରଣ ଗୋଷ୍ଠି ପୁରୀ ଅଧୀନ ଚଣ୍ଡିଖୋଲ ମଣ୍ଡଳ ପକ୍ଷରୁ ଅନୁଷ୍ଠିତ ଏହି ମହୋତ୍ସବର ଉଦଯାପନୀ ଉତ୍ସବରେ ଓଡ଼ିଆ…