Browsing Tag

shri krishna

ମହାଭାରତ ଯୁଦ୍ଧରେ ଭଗବାନ ଶ୍ରୀକୃଷ୍ଣ ନିଜ ଭଣଜା ଅଭିମନ୍ୟୁକୁ ରକ୍ଷା ନକରିବା ପଛରେ ରହିଛି ଏହି ବଡ଼ କାରଣ

ଯେତେବେଳେ ବି ଏହି ସୃଷ୍ଟିରେ ଅଧର୍ମ ବଢିବାକୁ ଲାଗେ ସେତେବେଳେ ଭଗବାନ କୌଣସି ନା କୌଣସି ଅବତାର ନେଇ ଧର୍ମର ରକ୍ଷା କରନ୍ତି। କିଛି ଏମିତି ହିଁ ହୋଇଥିଲା ଦ୍ଵାପର ଯୁଗରେ। ଯେତେବେଳେ ପୃଥିବୀରେ ପାପର ମାତ୍ରା ବଢିବାକୁ ଲାଗିଲା ସେହି ସମୟରେ ଭଗବାନ ବିଷ୍ଣୁ ଶ୍ରୀ କୃଷ୍ଣଙ୍କର ଅବତାର ନେଇଥିଲେ।…

ଏହି ଦେବତାଙ୍କ ଭକ୍ତ ଉପରେ ଶନିଦେବଙ୍କ ର ରହିଥାଏ ଅପାର କରୁଣା, ଜୀବନରେ କେବେ ବି ଭୋଗନ୍ତି ନାହିଁ କଷ୍ଟ

ଶନିଦେବଙ୍କ ନାମ ଶୁଣିଲେ ହିଁ ମନରେ ଭୟ ଆସିଯାଏ। ଆଉ ଶନିଙ୍କ ଗୋଚର ସାଢ଼େ ସତୀ ହେଉ ଅବା ବକ୍ରି , ଏହିସମୟରେ ଶନିଙ୍କର ପ୍ରଭାବ ଲୋକଙ୍କ ଜୀବନ ଉପରେ ପଡ଼ିଥାଏ। ତେଣୁ ଶନି ଯେଉଁମାନଙ୍କ ରାଶିରେ ପ୍ରବେଶ କରନ୍ତି ସେମାନେ ଅଧିକ ସତର୍କ ରହିବା ଜରୁରୀ। ଯେଉଁମାନଙ୍କ ଜାତକରେ ଶନିଙ୍କ ସ୍ଥିତି ଶୁଭ…

ଏହି ସ୍ଥାନରେ ଦେବୀ ଲକ୍ଷ୍ମୀ ଆଜି ବି କରୁଛନ୍ତି କୃଷ୍ଣଙ୍କ ପୂଜା, ଜାଣନ୍ତୁ ଏହି ସ୍ଥାନ ପଛର କାହାଣୀ

କୃଷ୍ଣ ଏବଂ ଶ୍ରୀରାଧାରାଣୀଙ୍କ ଭଲପାଇବା ଓ ପରସ୍ପର ପ୍ରତି ଅଭିମାନକୁ ବୁଝାଇବାର କାହାଣୀ ତ ଆପଣମାନେ ନିଶ୍ଚୟ ପଢିଥିବେ। କିନ୍ତୁ ଆଜି ଆମେ ଆପଣଙ୍କୁ ରାଧା କୃଷ୍ଣଙ୍କ ଅଭିମାନ ବିଷୟରେ ନୁହେଁ ବରଂ ଦେବୀ ଲକ୍ଷ୍ମୀ ଏବଂ କୃଷ୍ଣଙ୍କ ଅଭିମାନ ବିଷୟରେ କହିବୁ। ତେବେ ଆସନ୍ତୁ ଜାଣିବା କାହିଁକି ଦେବୀ…

ନନ୍ଦୋତ୍ସବରେ ଶ୍ରୀକୃଷ୍ଣଙ୍କୁ ଅର୍ପଣ କରନ୍ତୁ ଏହି ସବୁ ଦ୍ରବ୍ୟ, ପୂରଣ ହେବ ଆପଣଙ୍କ ସବୁ ମନସ୍କାମନା

ଭଗବାନ ଶ୍ରୀକୃଷ୍ଣ ହେଉଛନ୍ତି ଭକ୍ତିର ଠାକୁର। ଭକ୍ତିର ସହ ତାଙ୍କୁ ଯିଏ ଆରଧନା କରେ ପ୍ରଭୁ ତାଙ୍କ କଥା ନିଶ୍ଚୟ ବୁଝିଥାନ୍ତି। ତେଣୁ ଆପଣ ତାଙ୍କୁ ଯେଉଁ ମନରେ ପୂଜା କରିବେ ସହିପରି ଫଳ ମଧ୍ୟ ପାଇବେ। ଜନ୍ମାଷ୍ଟମୀ ଉତ୍ସବ ପରେ ଏବେ ସବୁଠି ଚାଲିଛି ବାଳ ଗୋପାଳଙ୍କ ନନ୍ଦୋତ୍ସବ। ନନ୍ଦଗାଁର…

ଏଇଥିପାଇଁ ଶ୍ରୀକୃଷ୍ଣଙ୍କର ଥିଲେ ୧୬ ହଜାରରୁ ଅଧିକ ପତ୍ନୀ

ଭାରତରେ ବିଭିନ୍ନ ଦେବାଦେବୀଙ୍କୁ ନେଇ ବହୁତ କାହାଣୀ ରହିଛି । ସେହିପରି ଶ୍ରୀକୃଷ୍ଣଙ୍କ ଚମତ୍କାରୀତା ବିଷୟରେ ମଧ୍ୟ ଅନେକ କାହାଣୀ ରହିଛି । ରାଧାଙ୍କ ସହ ତାଙ୍କର ନୀବିଡ଼ ପ୍ରେମ ସହ ଆଠ ଜଣ ସୁନ୍ଦର ରାଜକୁମାରୀଙ୍କୁ ମଧ୍ୟ ବିବାହ କରିଥିଲେ ଶ୍ରୀକୃଷ୍ଣ । ଯାହାଙ୍କୁ ଶ୍ରୀକୃଷ୍ଣଙ୍କର ଅଷ୍ଟ…

କାହିଁକି ମହାଭାରତ ଯୁଦ୍ଧ ପାଇଁ କୁରୁକ୍ଷେତ୍ରକୁ ବାଛିଥିଲେ ଶ୍ରୀକୃଷ୍ଣ, ଜାଣନ୍ତୁ ଏହା ସହିତ ଜଡିତ ରହସ୍ୟ

ମହାଭାରତ ଯୁଦ୍ଧ। ଏହି ଯୁଦ୍ଧ ବିଷୟରେ ଆପଣ ଅନେକ କଥା ଶୁଣିଥିବେ କିମ୍ବା କୌଣସି ବହିରୁ ପଢିଥିବେ। ତଥାପି ଆଉ କିଛି କଥା ଆପଣଙ୍କୁ ନିଶ୍ଚିତ ଭାବେ ଅଜଣା ରହିଥିବ। ଭଗବାନ ଶ୍ରୀକୃଷ୍ଣ ମହାଭାରତ ଯୁଦ୍ଧ ସମୟରେ ଅର୍ଜୁନଙ୍କୁ ଗୀତା ଉପଦେଶ ଦେଇଥିଲେ। କିନ୍ତୁ ଆଜି ମଧ୍ୟ ମହାଭାରତ ଯୁଦ୍ଧ ସହ ଜଡ଼ିତ…

କାହିଁକି ଶ୍ରୀକୃଷ୍ଣଙ୍କୁ ୨ଥର ହେବାକୁ ପଡିଥିଲା କିନ୍ନର? ଜାଣନ୍ତୁ ଏ ସମ୍ପର୍କରେ କିଛି ରୋଚକ କାହାଣୀ

ଭାରତରେ କିନ୍ନରଙ୍କୁ ଲୋକମାନେ ଭିନ୍ନ ଭିନ୍ନ ଦୃଷ୍ଟିରେ ଦେଖିଥାନ୍ତି । ସେହିଭଳି ଅନ୍ଯପକ୍ଷରେ କିନ୍ନରଙ୍କ ଆଶୀର୍ବାଦ ନେବା ଶୁଭ ବୋଲି କୁହାଯାଇଥାଏ। ଏହିକାରଣରୁ ନବଜାତ ଶିଶୁ କିମ୍ବା ନବବିବାହିତ ଦମ୍ପତି କିନ୍ନରଙ୍କ ଆର୍ଶୀବାଦ ନେଇଥାନ୍ତି । କେବଳ ଏତିକି ନୁହେଁ ଲୋକମାନଙ୍କୁ ଏକ ନିଆରା…