୨୭ ବର୍ଷ ତଳେ “ଶ୍ରୀକୃଷ୍ଣ”ରେ ରାଧା ବନିଥିଲେ ଏହି ଅଭିନେତ୍ରୀ, ଦେଖନ୍ତୁ ଏବେ କେମିତି ଦିଶୁଛନ୍ତି
କରୋନା ଭାଇରସ ଯୋଗୁ ଏବେ ସାରା ଦେଶରେ ଲକଡାଉନ୍ ମାହୋଲ ଲାଗିରହିଛି। ଏଭଳି ସ୍ଥିତିରେ ଲୋକମାନେ ୨୪ ଘଣ୍ଟା ଘରେ ବିତାଉଛନ୍ତି। ଏଣୁ ଏବେ ଲୋକଙ୍କ ମନୋରଞ୍ଜନ ପାଇଁ ଦୂରଦର୍ଶନରେ ରାମାୟଣ, ମହାଭାରତ, ଶକ୍ତିମାନ ଭଳି ପୁରୁଣା ସିରିୟଲ ପ୍ରସାରିତ ହେଉଛି। ରାମାୟଣ ପ୍ରସାରଣ ପରେ ଏବେ ରାତି ୯ଟାରେ…