ସୁପ୍ରିମକୋର୍ଟରେ ପୁରୀ ଶ୍ରୀମନ୍ଦିର ସଂସ୍କାର ମାମଲା, ୪ ସପ୍ତାହ ଘୁଞ୍ଚିଲା ଶୁଣାଣି
ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ପୁରୀ ଶ୍ରୀମନ୍ଦିର ସଂସ୍କାର ମାମଲା ଶୁଣାଣି ୪ ସପ୍ତାହ ଘୁଞ୍ଚିଲା । ଫେବ୍ରୁଆରୀ ୮ ପରେ ପରବର୍ତ୍ତୀ ଶୁଣାଣି ହେବ। ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ଦାଖଲ ରିପୋର୍ଟରେ ଆମିକସ୍ କ୍ୟୁରୀ ରଣଜିତ କୁମାର ଅସନ୍ତୋଷ ପ୍ରକାଶ କରିଛନ୍ତି । ୨ ସପ୍ତାହ ମଧ୍ୟରେ…