ରେଲୱେର ନୂଆ ବ୍ୟବସ୍ଥା: ଏଣିକି କିସ୍ତିରେ ଦେଇ ପାରିବେ ରାମାୟଣ ତୀର୍ଥ ଯାତ୍ରାର ଭଡ଼ା; ଦୁଇ ବର୍ଷ ଯାଏ ସୁଝି ପାରିବେ…
ଇଣ୍ଡିଆନ୍ ରେଲୱେ କ୍ୟାଟରିଙ୍ଗ୍ ଟୁରିଜମ୍ କର୍ପୋରସନ (IRCTC) ମଝିରେ ମଝିରେ ପର୍ଯ୍ୟଟନ ଏବଂ ତୀର୍ଥ ସ୍ଥାନ ପରିଭ୍ରମଣ ପାଇଁ ସ୍ପେଶାଲ ଟ୍ରେନ ସବୁ ଚଲାଇଥାଏ। ଏଗୁଡ଼ିକର ଭଡ଼ା ଯାତ୍ରୀମାନଙ୍କଠାରୁ ଆଡ୍ଭାନ୍ସରେ ନିଆଯାଇଥାଏ, କିନ୍ତୁ ଏବେ IRCTC କିସ୍ତିରେ ଭଡ଼ା ନେବାର ସୁବିଧା ଆଣି ଦେଇଛି।…