shridi sai

ଏବର୍ଷ ରେକର୍ଡ ଭାଙ୍ଗିଲା ଶିରିଡି ସାଇ ବାବାଙ୍କ ଦାନର ପରିମାଣ, ମିଳିଛି ୨୮୭କୋଟି ଟଙ୍କାର ଦାନ

କେନ୍ୟୁଜ୍(ବ୍ୟୁରୋ): ଏବର୍ଷ ଶିରିଡି ସାଇ ବାବାଙ୍କ ମନ୍ଦିରକୁ ମିଳିଛି ରେକର୍ଡ ପରିମାଣର ଦାନ ୨୮୭କୋଟି ଟଙ୍କା । ଗୁପ୍ତଦାନ ଭାବେ ମିଳିଛି ୧୫୬କୋଟି ୪୯ଲକ୍ଷ ୨ହଜାର ୩୫୦ଟଙ୍କା…

4 years ago