ଶ୍ରୀମନ୍ଦିର ପାଇଁ ୧୫୪ କୋଟିର ବଜେଟ୍କୁ ଅନୁମୋଦନ
କେନ୍ୟୁଜ ବ୍ୟୁରୋ : ଶ୍ରୀମନ୍ଦିର ପାଇଁ ୧୫୪ କୋଟିର ବଜେଟ୍କୁ ଅନୁମୋଦନ । ୨୦୨୦-୨୧ ଆର୍ଥିକବର୍ଷ ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ବଜେଟକୁ ଅନୁମୋଦନ ମିଳିଛି । ଚଳିତବର୍ଷ ଶ୍ରୀମନ୍ଦିର ଆୟ ହ୍ରାସ ପାଇଛି। କରୋନା ପାଇଁ ଖର୍ଚ୍ଚ ବଢ଼ିଛି, ଆୟ ହ୍ରାସ ପାଇଛି ବୋଲି କହିଛନ୍ତି…