‘ଅନ୍ଧାଧୂନ’ ତେଲୁଗୁ ରିମେକରେ ନଜର ଆସିବେ ଶ୍ରିୟା ସରନ, ନେବେ ତବୁଙ୍କ ସ୍ଥାନ
୨୦୧୮ରେ ରିଲିଜ୍ ହୋଇଥିବା କ୍ରାଇମ୍ ଥ୍ରୀଲର ଫିଲ୍ମ ‘ଅନ୍ଧାଧୂନ୍’କୁ ଅନେକ ଦର୍ଶକୀୟ ପ୍ରଶଂସା ମିଳିଥିଲା। ଏହି ଫିଲ୍ମରେ ଅଭିନେତ୍ରୀ ତବୁଙ୍କ ନେଗେଟିଭ୍ ଚରିତ୍ରକୁ ସିନେ ସମୀକ୍ଷକଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକେ ଖୁବ୍ ପସନ୍ଦ କରିଥିଲେ ।
‘ଅନ୍ଧାଧୂନ୍’ର ତେଲୁଗୁ ରିମେକ୍ ହେବାକୁ…