୬୧ ବର୍ଷ ବୟସରେ ଏହି ହିରୋଙ୍କ ଏହିଭଳି ବଡି ,ଫଟୋ ଦେଖି ଉଡିଯିବ ଆପଣଙ୍କ ହୋସ
କିଏ ଭାତ ଡାଲି ଖାଇ ଏତେ ଫିଟ କେମିତି ରହିପାରିବେ? ବଲିଉଡ ଅଭିନେତା ଜ୍ୟାକି ଶ୍ରଫଙ୍କର ଏହି ଫଟୋ ଦେଖି ଆପଣଙ୍କ ମନରେ ମଧ୍ୟ ଭାବନା ଆସିଥିବ । ୬୧ ବର୍ଷ ବୟଷରେ ତାଙ୍କ ଶରୀର ଏତେ ସୁସ୍ଥ ଶବଳ ଯେ ଏହାକୁ ଦେଖି ଯୁବପିଢ଼ି ମାନଙ୍କର ଅକଲଗୁଡୁମ ହେଇଯିବ। ପୁତ୍ର ଟାଇଗର ଶ୍ରଫ ଇନଷ୍ଟାଗ୍ରାମରେ…