Browsing Tag

shubamaan gill

ଆଇପିଏଲ ଚାଲିଥିବା ବେଳେ ଟେଷ୍ଟ ପାଇଁ ଅଭ୍ୟାସ କରୁଛନ୍ତି ଶୁବମନ ଗିଲ୍, କାରଣ କ’ଣ

ଆଇପିଏଲ ୨୦୨୫ରେ ଶୁବମନ ଗିଲଙ୍କ ଅଧିନାୟକତ୍ବରେ ଗୁଜରାଟ ଟାଇଟନ୍ସ ଦମଦାର ପ୍ରଦର୍ଶନ କରୁଛି । ଗୁଜରାଟ ପ୍ଲେ ଅଫରେ ସ୍ଥାନ ପକ୍କା କରିଛି, ଏହାସହିତ ପଏଣ୍ଟ ତାଲିକାରେ ପ୍ରଥମ ସ୍ଥାନରେ ରହିଛି । ଆଇପିଏଲ ଟି୨୦ ଫର୍ମାଟରେ ଖେଳାଯାଉଛି, ହେଲେ ଗିଲ୍ ଟେଷ୍ଟ ମ୍ୟାଚ ପାଇଁ ଅଭ୍ୟାସ କରୁଥିବାର…

ପହଲଗାମ ଆତଙ୍କୀ ଆକ୍ରମଣକୁ ନେଇ ସ୍ତବ୍ଧ କ୍ରିକେଟ ଜଗତ, କୋହଲି, ଗିଲଙ୍କ ସମେତ ଅନ୍ୟ କ୍ରିକେଟର ଦାବି କଲେ କଡ଼ା…

ଜମ୍ମୁ କଶ୍ମୀର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସମଗ୍ର ଦେଶର ଲୋକଙ୍କୁ ସ୍ତବ୍ଧ କରିଦେଇଛି । ଗତକାଲି ହୋଇଥିବା ଆକ୍ରମଣକୁ ନେଇ ଭାରତୀୟ କ୍ରିକେଟ ଜଗତ ମଧ୍ୟ ଘଟଣାକୁ ନିନ୍ଦା କରିଛି । ଖେଳାଳି ପୀଡିତ ପରିବାର ପ୍ରତି ସମବେଦନା ବ୍ୟକ୍ତି କରିବା ସହିତ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ…

ଶୁବମନ ଗିଲ୍‌ ସାଜିଲେ ଗାୟକ, ଈଶାନ କିଶନ ହେଲେ ଡ୍ୟାନ୍ସର: ଜନ୍ମଦିନରେ ଏମିତି ମଜାମସ୍ତି କଲେ ଦୁଇ ଖେଳାଳି

ଭାରତୀୟ କ୍ରିକେଟ ଟିମର ଷ୍ଟାର ବ୍ୟାଟର ଶୁବମନ ଗିଲଙ୍କ ୨୫ ବର୍ଷରେ ପାଦ ଥାପିଛନ୍ତି । ସେପ୍ଟେମ୍ବର ୮ ତାରିଖରେ ଶୁବମନ ଗିଲ ଜନ୍ମଦିନକୁ ଭିନ୍ନ ଅନ୍ଦାଜରେ ସେଲିବ୍ରେଟ କରିଥିଲେ । ଗିଲ୍‌ ନିଜ ଜନ୍ମଦିନରେ ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଦୁଲ୍ଲୀପ ଟ୍ରଫି ମ୍ୟାଚ ଖେଳୁଥିଲେ । ମ୍ୟାଚ…

ଶୁବମନ ସିରିଜ ଜିତିବା ପରେ ବାପା-ମାଙ୍କ ହାତରେ ଧରାଇଲେ ବିଜୟ ଟ୍ରଫି, ସମସ୍ତେ କଲେ ପ୍ରଶଂସା

ଭାରତୀୟ ଟିମ ଜିମ୍ବାୱେ ବିପକ୍ଷ ୫ଟି ମ୍ୟାଚ ବିଶିଷ୍ଟ ଟି୨୦ ସିରିଜକୁ ଜିତିନେଇଛି । ଭାରତ ଏହି ସିରିଜକୁ ୪-୧ରେ ଜିତିନେଇଛି । ଶୁବମନ ଗିଲଙ୍କ ଅଧିନାୟକତ୍ୱରେ ଟିମ ଭଲ ପ୍ରଦର୍ଶନ କରିଛି । ଶେଷ ଟି୨୦ ମ୍ୟାଚରେ ୪୨ ରନରେ ଜିତିଛି ଭାରତ । ଗିଲ ଅଧିନାୟକ ଭାବେ ପ୍ରଥମ ଟି୨୦ ସିରିଜରେ ବିଜୟ ହାସଲ…

ବଢିଲା ଶୁବମନ ଗିଲ୍‌ଙ୍କ ସମସ୍ୟା, ଚେନ୍ନାଇ ଠାରୁ ହାରିବା ପରେ ଏବେ ଦେବାକୁ ହେବ ଜରିମାନା

ଭାରତୀୟ ଟିମର ଷ୍ଟାର ଖେଳାଳି ଶୁବମନ ଗିଲ୍‌ ଆଇପିଏଲରେ ପ୍ରଥମଥର ପାଇଁ ଅଧିନାୟକତ୍ୱ କରୁଛନ୍ତି । ଗୁଜରାଟ ଟାଇଟନ୍ସ ଟିମର ଅଧିନାୟକ ଦାୟିତ୍ୱରେ ଅଛନ୍ତି ଶୁବମନ । ଆଇପିଏଲ ୨୦୨୪ ର ପ୍ରଥମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଗୁଜରାଟ ଜିତିଯାଇଛି କିନ୍ତୁ ଦ୍ୱିତୀୟ ମ୍ୟାଚରେ ଚେନ୍ନାଇ ସୁପର…

BCCI ବାର୍ଷିକ ପୁରସ୍କାର ଉତ୍ସବ, ଶୁବମନ ଗିଲ ଏବଂ ରବି ଶାସ୍ତ୍ରୀଙ୍କୁ ମିଳିବ ଏହି ସମ୍ମାନ

ଭାରତୀୟ କ୍ରିକେଟରଙ୍କ ପାଇଁ ଆଜିର ଦିନ ବେଶ ମହତ୍ତ୍ୱପୂର୍ଣ୍ଣ । ଆଜି ବିସିସିଆଇର ବାର୍ଷିକ ପୁରସ୍କାର ଉତ୍ସବ ହାଇଦ୍ରାବାଦରେ ଆୟୋଜିତ ହେଉଛି । ଏହି ଅବସରରେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଖେଳାଳି ତଥା କୋଚ୍ ରବି ଶାସ୍ତ୍ରୀଙ୍କୁ ଜୀବନ ବ୍ୟାପି ଅବଦାନ ପାଇଁ ସମ୍ମାନିତ କରାଯିବ । ସେହିଭଳି…

ଫ୍ୟାନ୍ସ ଏବଂ ସାଥି ଖେଳାଳିଙ୍କୁ ଏଣ୍ଟରଟେନ କରିବା ପାଇଁ ଡ୍ୟାନ୍ସ କଲେ କୋହଲି ଏବଂ ଗିଲ, ଭିଡିଓ ଭାଇରଲ

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ କେପଟାଉନରେ ଖେଳାଯାଉଛି । ଆଜି ଦ୍ୱିତୀୟ ଦିନରେ ଦକ୍ଷିଣ ଆଫ୍ରିକା ଟିମ୍‌ ଦ୍ୱିତୀୟ ଇନିଂସ ଖେଳିବ । କେପ୍ ଟାଉନ୍ ପିଚରେ ବୋଲରଙ୍କ ରାଜ୍ । ଘରୋଇ ଦକ୍ଷିଣ ଆଫ୍ରିକା ଉପରେ ଭାରୀ ପଡ଼ିଛନ୍ତି ଭାରତୀୟ ବୋଲର । ରୋମାଞ୍ଚକର ମୋଡରେ…

ସିଂହ ସହିତ ସେଲଫି ନେଲେ ଶୁବମନ ଗିଲ, ସାଉଥ ଆଫ୍ରିକାରେ ନେଲେ ଜଙ୍ଗଲ ସଫାରୀ ମଜା

ସାଉଥ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଭାରତୀୟ ଟିମର ଖେଳାଳି ନିଜକୁ ଚିନ୍ତା ଏବଂ ଷ୍ଟ୍ରେସରୁ ମୁକ୍ତି ରହିବା ପାଇଁ ଜଙ୍ଗଲ ସଫାରୀର ମଜା ଉଠାଉଛନ୍ତି । ଶୁବମନ ଗିଲ ନିକଟରେ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି । ଯାହାକୁ ଦେଖି ଫ୍ୟାନ୍ସ ବେଶ୍‌ ପସନ୍ଦ କରୁଛନ୍ତି । ଗିଲ୍‌…

ବାବର ଆଜମଙ୍କୁ ପଛରେ ପକାଇଲେ ଶୁବମନ ଗିଲ୍‌, ଆଇସିସି ଦିନିକିଆ ରାଙ୍କିଂରେ ହାସଲ କଲେ ନଂ ୧ ସ୍ଥାନ

ଆଇସିସି ଦିନିକିଆ ରାଙ୍କିଂରେ ନଂ ୧ ସ୍ଥାନରେ ଭାରତୀୟ ଯୁବ ବ୍ୟାଟର ଶୁବମନ ଗିଲ୍‌ । ବାବର ଆଜମଙ୍କୁ ପଛରେ ପକାଇ ବାଜି ମାରିନେଇଛନ୍ତି ଶୁବମନ । ଶୁବମନ ଗିଲ୍‌ ୮୩୦ ରେଟିଂ ପଏଣ୍ଟ ସହିତ ନଂ ୧ ସ୍ଥାନ ହାସଲ କରିଥିବା ବେଳେ ବାବଜ ଆଜମ ୮୨୪ ପଏଣ୍ଟ ସହିତ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ତୃତୀୟ…

ଭାରତୀୟ କ୍ରିକେଟ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର, ନେଟସରେ ଅଭ୍ୟାସ କରୁଥିବାର ନଜର ଆସିଲେ ଶୁବମନ ଗିଲ୍‌

ଆସନ୍ତା ୧୪ ତାରିଖରେ ଭାରତ-ପାକିସ୍ତାନ ମ୍ୟାଚ୍‌ ଖେଳାଯିବ । ଏଥିପାଇଁ ଫ୍ୟାନ୍ସଙ୍କ ଉତ୍ସାହ ରହିଛି । ଆଉ ଭାରତୀୟ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର ଦେଇଛନ୍ତି ଷ୍ଟାର ଓପନର ଶୁବମନ ଗିଲ । ଡେଙ୍ଗୁ ଯୋଗୁଁ ଶୁବମନ ଦୁଇଟି ଯାକ ବିଶ୍ୱକପ ମ୍ୟାଚରୁ ବାଦ୍‌ ପଡିଥିଲେ । ପାକିସ୍ତାନ ବିପକ୍ଷ ମ୍ୟାଚକୁ…

ବିଶ୍ୱକପ୍‌ ୨୦୨୩ : ଚିନ୍ତାରେ ଭାରତୀୟ ଟିମ, ହସପିଟାଲରେ ଭର୍ତ୍ତି ହେଲେ ଶୁବମନ ଗିଲ୍‌

ଦିନିକିଆ ବିଶ୍ୱକପ ୨୦୨୩ ମ୍ୟାଚ୍‌ ଚାଲିଥିବା ବେଳେ ଭାରତୀୟ କ୍ରିକେଟ ଫ୍ୟାନ୍ସଙ୍କ ଚିନ୍ତା ବଢିଯାଇଛି । ଡେଙ୍ଗୁରେ ପୀଡିତ ଥିବା ଶୁବମନ ଗିଲ ପ୍ଲେଟଲେଟ୍‌ କମିଯିବାରୁ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ଶୁବମନ ଚେନ୍ନାଇର ଏକ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ଶୁବମନ ପୂର୍ବରୁ ଅଷ୍ଟ୍ରେଲିଆ…

ଆଇସିସି ଦିନିକିଆ ରାଙ୍କିଂ: ଟପ୍-୨ରେ ଶୁବମନ ଗିଲ, ଉପରକୁ ଉଠିଲେ କୋହଲି ଏବଂ ରୋହିତ ଶର୍ମା

ଆଇସିସି ଦିନିକିଆ ରାଙ୍କିଂ ତାଲିକା ପ୍ରକାଶ ପାଇଛି । ଆଇସିସି ଦିନିକିଆ ରାଙ୍କିଂରେ ଭାରତର ୩ ବ୍ୟାଟର୍ ରହିଛନ୍ତି । ଟପ୍-୨ରେ ଭାରତୀୟ ଓପନର ଶୁବମନ ଗିଲ । ୨୦୧୯ ଜାନୁଆରୀ ପରେ ଏହା ପ୍ରଥମ ଥର ଯେବେ ଦିନିକିଆ ରାଙ୍କିଂର ଟପ୍ ୧୦ରେ ପହଞ୍ଚିଛନ୍ତି ଭାରତର ୩ ବ୍ୟାଟର । ଗିଲଙ୍କ ବ୍ୟତୀତ…