ଏହି ମୁହୂର୍ତ୍ତରେ କରିପାରିବେ ଯେକୌଣସି ଶୁଭକାର୍ଯ୍ୟ, ଜାଣନ୍ତୁ କିପରି କରିବେ ଗଣନା
ମାନ୍ୟତା ରହିଛି କୌଣସି ବି କାମ ଶୁଭ ଦିନ ଏବଂ ଶୁଭ ମୁହୂର୍ତ୍ତରେ କରାଯାଏ ତେବେ ସେହି କାର୍ଯ୍ୟ ନିର୍ବିଘ୍ନରେ ସଫଳ ହୋଇଥାଏ |ଏଥିପାଇଁ ପ୍ରତ୍ୟେକ ବ୍ୟକ୍ତି ଏକ ଖାସ ମୁହୂର୍ତ୍ତକୁ ଅପେକ୍ଷା କରିଥାନ୍ତି | ଯେକୌଣସି ଶୁଭ କାର୍ଯ୍ୟ ଯେପରି ବିବାହ, ନୂତନ ଘର ପ୍ରବେଶ ଏବଂ ଶିଶୁମାନେ ପ୍ରଥମ ଥର…