‘ଭାବିଜୀ ଘର ପର ହୈ’ ଫେମ୍ ଅଙ୍ଗୁରୀ ଭାବିଙ୍କୁ କରୋନା, ଇଣ୍ଡିଆନ୍ ଆଇଡଲ ବିଜେତା ଅଭିଜିତ୍ ସାଓ୍ଵନ୍ତ ମଧ୍ୟ…
ଟିଭିର ଲୋକପ୍ରିୟ ଶୋ’ ‘ଭାବି ଜୀ ଘର ପର ହୈ’ର ଫେମ୍ ଅଙ୍ଗୁରୀ ଭାବି ଓରଫ୍ ଶୁଭାଙ୍ଗୀ ଅତ୍ରିଙ୍କୁ କରୋନା। କେବଳ ଶୁଭାଙ୍ଗୀ ନୁହେଁ, କଣ୍ଠଶିଳ୍ପୀ ଅଭିଜିତ୍ ସାଓ୍ଵନ୍ତ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି। ଶୁଭାଙ୍ଗୀ କହିଛନ୍ତି ଯେ ସେ ଏବେ ଘରେ କ୍ୱାରେଣ୍ଟାଇନ୍ରେ ଅଛନ୍ତି। ଡାକ୍ତରଙ୍କ…