କେନ୍ଯୁଜର ପ୍ରଭାବ: ଖୋଲିବାକୁ ଯାଉଛି ବହୁ ଚର୍ଚ୍ଚିତ ଶୁଭଶ୍ରୀ ହତ୍ୟାକାଣ୍ଡର ଗୁମର, ମୁଖ୍ୟ ଅଭିଯୁକ୍ତକୁ ରିମାଣ୍ଡରେ…
ଯାଜପୁର ଟାଉନ : କେନ୍ଯୁଜର ପ୍ରଭାବ । ଖୋଲିବାକୁ ଯାଉଛି ବହୁ ଚର୍ଚ୍ଚିତ ଯାଜପୁର ଖଣ୍ଡରା ଗାଁ ଶୁଭଶ୍ରୀ ରାଉତ ହତ୍ୟାକାଣ୍ଡର ଗୁମର । ଶୁଭଶ୍ରୀ ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଅରୁଣ ଜେନାକୁ ୩ ଦିନିଆ ରିମାଣ୍ଡରେ ଆଣି ପଚାରା ଉଚୁରା ଆରମ୍ଭ କରିଛି ପୋଲିସ । ପରିବାର ଲୋକ,ଗ୍ରାମବାସୀ ଙ୍କ…