Browsing Tag

Shubman Gill

ଦ୍ୱିତୀୟ ଦିନିକିଆରେ ଅଷ୍ଟ୍ରେଲିଆ ବୋଲରଙ୍କ ହୋସ୍‌ ଉଡ଼ାଇ ଦେଲେ ଭାରତୀୟ ବ୍ୟାଟର : ଗିଲ୍, ଆୟରଙ୍କ ଧୂଆଁଧାର ଶତକ

ଇନ୍ଦୋର : ଅଷ୍ଟ୍ରେଲିଆ ବିପକ୍ଷରେ ସର୍ବାଧିକ ଦଳୀୟ ସ୍କୋର କରି ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ ଜିତିବାକୁ ଭାରତ ଦେଇଛି ଠିକ୍‌ ୪୦୦ ରନ୍‌ର ଟାର୍ଗେଟ୍‌ । ୫୦ ଓଭରରେ ଭାରତ ୫ ଓ୍ଵିକେଟ୍‌ ହରାଇ କରିଛି ୩୯୯ ରନ୍‌ । ଆଜି ଭାରତୀୟ ବ୍ୟାଟର ପୂରା ଦମ୍‌ରେ କମାଲ୍ ଦେଖାଇଛନ୍ତି। ଶୁବମନ ଗିଲ୍ ଏବଂ…

ଲାଇଭ୍‌ ମ୍ୟାଚରେ ଶୁବମନ ଗିଲ୍‌ କଲେ ଧମାକେଦାର ଡ୍ୟାନ୍ସ, ଭାଇରଲ ହେଉଛି ଭିଡିଓ

ଟିମ୍‌ ଇଣ୍ଡିଆ ଏବେ ୱେଷ୍ଟଇଣ୍ଡିଜ ସହିତ ଟେଷ୍ଟ ସିରିଜ ଖେଳୁଛି । ପ୍ରଥମ ଟେଷ୍ଟ ମ୍ୟାଚର ପ୍ରଥମ ଦିନର ଇନିଂସରେ ୱେଷ୍ଟଇଣ୍ଡିଜ ଟିମ୍‌ ୧୫୦ ରନରେ ଅଲଆଉଟ୍‌ ହୋଇଛି । ଅଶ୍ୱିନ ସବୁଠାରୁ ଅଧିକ ୫ଟି ଓ୍ଵିକେଟ ନେଇଥିବା ବେଳେ ଜାଡେଜା ୩ଟି ଓ୍ଵିକେଟ ନେଇଛନ୍ତି । ଏହି ମ୍ୟାଚ୍‌ ସମୟର ଏକ ଭିଡିଓ…

ଶୁବମନ ଗିଲଙ୍କ କ୍ୟାଚ୍‌କୁ ନେଇ ସୋସିଆଲ ମିଡିଆରେ ହଙ୍ଗାମା, ବଲ୍‌ ତଳେ ବାଜିଛି, ଅମ୍ପାୟର କେମିତି ଆଉଟ୍‌ ଦେଲେ

ଲଣ୍ଡନର ଓଭାଲ ଗ୍ରାଉଣ୍ଡରେ WTC ଫାଇନାଲ ମ୍ୟାଚ୍‌ ଖେଳାଯାଉଛି । ଚତୁର୍ଥ ଦିନରେ ଟିମ୍‌ ଇଣ୍ଡିଆ ୪୪୪ ରନକୁ ପିଛା କରି ୩ ୱିକେଟ ହରାଇ ୧୬୪ ରନ୍‌ କରିଥିଲା । ରୋହିତ ଶର୍ମା, ଚେତେଶ୍ବର ପୂଜାରା, ଶୁବମନ ଗିଲ୍‌ଙ୍କ ୱିକେଟ ହରାଇଛି ଭାରତ । ହେଲେ ଶୁବମନ ଗିଲଙ୍କ ଆଉଟକୁ ଫ୍ୟାନ୍ସ ସହଜରେ ଗ୍ରହଣ…

ଭାରତ ଅଷ୍ଟ୍ରେଲିଆ ବର୍ଡର ଗାଭାସ୍କର ଟେଷ୍ଟ ସିରିଜ, ଶତକ ମାରିଲେ ଶୁଭମନ ଗିଲ

ଟିମ ଇଣ୍ଡିଆ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଚତୁର୍ଥ ଟେଷ୍ଟ ମ୍ୟାଚ ଅହମଦାବାଦରେ ଖେଳାଯାଉଛି । ଭାରତ ତୃତୀୟଦିନ ଖେଳରେ ୨ ଉଇକେଟ ହରାଇ ଟି ବ୍ରେକ ସୁଦ୍ଧା ଭାରତ ୧୯୨ ରନ କରିଛି । ଆଉ ଶୁଭମନ ଗିଲଙ୍କ ଅପରାଜିତ ୧୦୩ ରନ ମାରିଛନ୍ତି । ଅଷ୍ଟ୍ରେଲିଆ ଟିମ ପ୍ରଥମ ଇନିଂସରେ ୪୮୦ ରନ…

ହାର୍ଦ୍ଦିକ ଭାଇ ମୋତେ ସ୍ୱାଭାବିକ ଭାବେ ଖେଳିବାକୁ କହିଥିଲେ : ଶୁଭମନ ଗିଲ୍‌

ନ୍ୟୁଜିଲାଣ୍ଡ ବିପକ୍ଷରେ ଟି-୨୦ ସିରିଜ ଜିତି କମାଲ କରିଛି ଟିମ୍‌ ଇଣ୍ଡିଆ। ଆଉ ଏହି ମ୍ୟାଚରେ ହିରୋ ସାଜିଥିଲେ ଶୁଭମନ ଗିଲ୍‌ । ୧୨୬ ରନ୍‌ କରି ସମସ୍ତଙ୍କୁ ଚକିତ କରିଥିଲେ । ତେବେ ନିଜର ଇନିଂସକୁ ନେଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ବଡ ବୟାନ ଦେଇଛନ୍ତି ଶୁଭମନ । ମ୍ୟାଚ୍‌ ସରିବା ପରେ…

ଜବରଦସ୍ତ ଫର୍ମରେ ଗିଲ୍: ପ୍ରଥମ ଦିନିକିଆରେ ଶୁଭମନଙ୍କ ଦମଦାର ଦ୍ୱିଶତକ, ନ୍ୟୁଜିଲ୍ୟାଣ୍ଡକୁ ୩୫୦ ରନର ଟାର୍ଗେଟ

ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆରେ ଶୁବମନ ଗିଲ୍‌ଙ୍କ ଡବଲ୍‌ ଧମାକା । ବିସ୍ଫୋରକ ବ୍ୟାଟିଂ କରି ପ୍ରଥମ ଦିନିକିଆରେ ମାରିଲେ ଦ୍ୱିଶତକ । ଏହାସହ ଦ୍ୱିଶତକ କରିବାରେ ଶୁବମନ ହୋଇଛନ୍ତି ପଞ୍ଚମ ଭାରତୀୟ ଖେଳାଳି । ଶୁବମନ୍‌ ମାତ୍ର ୧୪୫ ବଲରେ ଦ୍ୱିଶତକ ପୁରା କରିଛନ୍ତି । ଏହା ସହ ନ୍ୟୁଜିଲାଣ୍ଡ…

କୌଣସି ଅଭିନେତ୍ରୀଙ୍କଠାରୁ କମ୍‌ ନୁହଁନ୍ତି ଶୁଭମନ ଗିଲ୍‌ଙ୍କ ଭଉଣୀ ଶହନିଲ ଗିଲ୍‌…ବିକିନୀରୁ ଦେଶୀ ଅବତାର ପର୍ଯ୍ୟନ୍ତ…

ଭାରତୀୟ କ୍ରିକେଟର ଷ୍ଟାର ବ୍ୟାଟ୍ସମ୍ୟାନ୍ ଶୁଭମନ ଗିଲ୍‌ ୨୩ ବର୍ଷ ବୟସରେ ହିଁ ପୂରା ଦୁନିଆରେ ନିଜର ପରିଚୟ ସୃଷ୍ଟି କରି ସାରିଛନ୍ତି। ଶୁଭମନ ଗିଲ୍‌ଙ୍କ ଭଉଣୀ ମଧ୍ୟ କୌଣସି ଅଭିନେତ୍ରୀଙ୍କଠାରୁ କମ୍ ନୁହଁନ୍ତି। ସେ ମଧ୍ୟ ସୋସିଆଲ ମିଡିଆରେ ଛାଇ ରହିଛନ୍ତି। ଫ୍ୟାନ୍‌ମାନେ ତାଙ୍କ…

ସାରା ତେନ୍ଦୁଲକରଙ୍କ ପରେ ସାରା ଅଲ୍ଲୀଙ୍କୁ ଡେଟ୍‌ କରୁଛନ୍ତି କି ଶୁଭମନ ଗିଲ୍‌ ! ରେଷ୍ଟୁରାଣ୍ଟ ବସିଥିବା ଫଟୋ ଭାଇରଲ

ଭାରତୀୟ ଟିମ୍‌ର ବ୍ୟାଟସମ୍ୟାନ୍‌ ଶୁଭମନ ଗିଲ୍‌ ପୁଣିଥରେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ଭାଇରଲ ହୋଇଥିବା ଏକ ଫଟୋ ସାମ୍ନାକୁ ଆସିଛି। ଯେଉଁଥିରେ ଶୁଭମନ ଗିଲ ସାରା ଅଲ୍ଲୀ ଖାନଙ୍କ ସହିତ ରୋମାଣ୍ଟିକ ଡିନରରେ ଯାଇଛନ୍ତି। ଯାହାର ଫଟୋ ଏବେ ଭାଇରଲ ହେଉଛି।…

ଟେଷ୍ଟ ସିରିଜ ପୂର୍ବରୁ ଟିମ ଇଣ୍ଡିଆ ବଡ ଝଟକା: ଇଂଲଣ୍ଡ ସିରିଜରୁ ବାଦ ପଡିପାରନ୍ତି ସୁବମନ ଗିଲ୍‌

କେନ୍ଯୁଜ୍: ଇଂଲଣ୍ଡ ସିରିଜରୁ ବାଦ ପଡିପାରନ୍ତି ସୁବମନ ଗିଲ୍‌ । ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପୂର୍ବରୁ ଟିମ ଇଣ୍ଡିଆ ବଡ ଝଟକା । ଭାରତୀୟ ଦଳ ଓପନର ସୁବମନ ଗିଲ ଇଂଲଣ୍ଡ ଗସ୍ତରୁ ବାଦ ପଡି ପାରନ୍ତି । ଗିଲଙ୍କୁ ବଡ଼ ଆଘାତ ଲାଗିଛି । ସେ ଗୁରୁତର ଅଛନ୍ତି । ଅଗଷ୍ଟ ୪ ତାରିଖରୁ ଆରମ୍ଭ…

ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍ ବେଳେ ମଜାଦାର ଦୃଶ୍ୟ: ସୁବମାନ ଗିଲ୍‌ ବ୍ୟାଟିଂ କରୁଥିବା ବେଳେ ମାର୍ନସଙ୍କ ଥଟ୍ଟା ତାମସା

କେନ୍ଯୁଜ୍: ଖେଳ ବେଳେ ପଡ଼ିଆରେ ଥଟ୍ଟା ତାମସା । ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ ଚାଲିଥିବା ବେଳେ ଦେଖିବାକୁ ମିଳିଥିଲା ମଜାଦାର ଦୃଶ୍ୟ । ସୁବମାନ ଗିଲ୍‌ ବ୍ୟାଟିଂ କରୁଥିବା ବେଳେ ଥଟ୍ଟା କରିଥିଲେ ମାର୍ନସ ଲାବୁସା । କିଏ ଫେଭରାଇଟ ପ୍ଲେଆର ବୋଲି ପ୍ରଶ୍ନ କରିଥିଲେ ମାର୍ନସ । ଗିଲ୍‌…