ପାଣ୍ଡ୍ୟା-ରାହୁଲଙ୍କ ସ୍ଥାନ ନେବେ ଶୁବ୍ମନ୍ ଗିଲ ଓ ବିଜୟ ଶଙ୍କର , ଅଲ୍ ଇଣ୍ଡିଆ ସିନିଅର ସିଲେକ୍ସନ କମିଟି ନେଲା…
କେନ୍ୟୁଜ୍ : ପାଣ୍ଡ୍ୟା-ରାହୁଲଙ୍କ ସ୍ଥାନ ନେବେ ଶୁବ୍ମନ୍ ଗିଲ ଓ ବିଜୟ ଶଙ୍କର । ଏହି ଦୁଇ ଖେଳାଳି ଖେଳିବା ନେଇ ଅଲ୍ ଇଣ୍ଡିଆ ସିନିଅର ସିଲେକ୍ସନ କମିଟି ନିଷ୍ପତ୍ତି ନେଇଛି । ଆଡିଲେଡ୍ରେ ହେବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆ ପୂର୍ବରୁ ଦଳରେ ଅଲରାଉଣ୍ଡର ବିଜୟ ଶଙ୍କର…