ଆଜିଠୁ ଅନୁଗୁଳ ଜିଲ୍ଲାର ୬ଟି ପଞ୍ଚାୟତ ସଟଡାଉନ୍, ୧୭ତାରିଖ ରାତି ୧୨ଟା ଯାଏ କଟକଣା ବଳବତ୍ତର
ଅନୁଗୁଳ : ଅନୁଗୁଳ ଜିଲ୍ଲାର ୬ ପଞ୍ଚାୟତ ସଟଡାଉନ୍ । ପଞ୍ଚାୟତରେ ପଜିଟିଭ୍ ଚିହ୍ନଟ ପରେ ସଟଡାଉନ ଘୋଷଣା କଲେ ସରପଞ୍ଚ । ଆଜି ଭୋରରୁ ୧୭ ତାରିଖ ରାତି ୧୨ଟା ଯାଏ କଟକଣା ବଳବତ୍ତର ରହିବ ।
ଜିଲ୍ଲାର ପୋକତୁଙ୍ଗା, ଧୋକୁଟା, ଶଙ୍ଖପୁର ପଞ୍ଚାୟତ ସଟଡାଉନ କରିଛନ୍ତି ସରପଞ୍ଚ । ସେହିପରି…