Browsing Tag

shut down in odisha

ଆଜି ଓ କାଲି ରାଜ୍ୟର ସବୁ ସହରାଞ୍ଚଳ ସଟଡାଉନ୍‌, ଅତ୍ୟାବଶ୍ୟକ ସେବାକୁ ବାଦ୍ ଦେଇ ବନ୍ଦ ରହିବ ସବୁ ଦୋକାନ ବଜାର

ଭୁବନେଶ୍ବର: ଆଜି ସପ୍ତାହାନ୍ତ ସଟଡାଉନ୍‌ । ସାରା ରାଜ୍ୟରେ ଲକଡାଉନ୍‌ ଜାରି ରହିଥିବାବେଳେ ଶନି ଓ ରବିବାର ସପ୍ତାହାନ୍ତ ସଟଡାଉନ୍‌ । ଅନ୍ୟ ଦିନ ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ପରିବା ଦୋକାନ, ଗ୍ରୋସୋରୀ ସପ୍‌ ଓ ଆମିଷ ବଜାର ଖୋଲାଥିବା ବେଳେ ଏସବୁ ଦୁଇଦିନ ବନ୍ଦ ରହିବ । ରାଜ୍ୟର ସବୁ…

ଝାରସୁଗୁଡା ଓ ସମ୍ବଲପୁର ଜିଲ୍ଲାରେ ସଟଡାଉନ କୋହଳ: ସ୍ୱାଧୀନତା ଦିବସ, ଗଣେଶ ପୂଜା ଓ ନୂଆଁଖାଇ ପାଇଁ ହଟିଲା କଟକଣା

ଝାରସୁଗୁଡା/ସମ୍ବଲପୁର: ଝାରସୁଗୁଡାରେ ସଟଡାଉନ କୋହଳ । ଆସନ୍ତାକାଲି ସ୍ୱାଧୀନତା ଦିବସ ପାଇଁ କଟକଣା ସାମାନ୍ୟ କୋହଳ କରାଯାଇଛି । ସକାଳ ୭ଟାରୁ ଦିନ ୧୧ଟା ଯାଏ ସଟଡାଉନ କୋହଳ ହୋଇଛି । ସାଧାରଣ ଲୋକ ପତାକା ଉତ୍ତୋଳନ କରିପାରିବେ । ଶିକ୍ଷାନୁଷ୍ଠାନ ସମେତ ଅଫିସ୍‌ ଓ ବିଭିନ୍ନ ଅନୁଷ୍ଠାନର …

ଜୁଲାଇ ମାସର ଦ୍ୱିତୀୟ ସାପ୍ତାହିକ ସଟ୍‌ଡାଉନ୍‌ର ଆଜି ପ୍ରଥମ ଦିନ

ଭୁବନେଶ୍ବର: ଜୁଲାଇ ମାସର ଦ୍ୱିତୀୟ ସାପ୍ତାହିକ ସଟ୍‌ଡାଉନ୍‌ର ଆଜି ପ୍ରଥମ ଦିନ । ୧୭ ଜିଲ୍ଲାରେ ଶନିବାର ଓ ରବିବାର ଦୁଇ ଦିନ ସଟ୍‌ଡାଉନ୍‌ ରହିବ । ସଟ୍‌ଡାଉନ୍ ରଖାଯାଥିବା ଜିଲ୍ଲାରେ କରୋନା ଆକ୍ଟିଭ୍‌ କେସ୍‌ ଅଧିକ ଥିବାରୁ ସପ୍ତାହିତ ସଟଡାଉନ୍‌ ଜାରି ରହିବ । ୧୭ଟି ଜିଲ୍ଲା ଭିତରେ…

ଆଜିଠୁ ପୁଣି ୧୭ଟି ଜିଲ୍ଲାରେ ଦୁଇ ଦିନିଆ ସଟ୍‌ଡାଉନ୍

ଭୁବନେଶ୍ବର: ଆଜିଠୁ ପୁଣି ଦୁଇ ଦିନିଆ ସଟ୍‌ଡାଉନ୍‌ । ୧୭ଟି ଜିଲ୍ଲାରେ ଶନିବାର ଓ ରବିବାର ଦୁଇ ଦିନ ସଟ୍‌ଡାଉନ୍‌ ରହିବ । ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଯାଜପୁର, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ଓ ଝାରସୁଗୁଡ଼ା ଜିଲ୍ଲା ସଟ୍‌ଡାଉନ୍‌ ରହିବା ନେଇ ଘୋଷଣା ହୋଇଥିଲା ।…

ଆଜିଠୁ ବ୍ରହ୍ମପୁର ସହର ୪ଦିନ ପାଇଁ ସଟଡାଉନ୍: ସ୍ୱାସ୍ଥ୍ୟ ଏବଂ ଦୁଗ୍ଧ ଯୋଗାଣ ସେବାକୁ ଛାଡି ଦେଲେ ଅନ୍ୟ ସବୁ ସେବା ବନ୍ଦ

ବ୍ରହ୍ମପୁର: ଆଜିଠୁ ବ୍ରହ୍ମପୁର ସହର ୪ଦିନ ପାଇଁ ସଟଡାଉନ । ଆସନ୍ତା ୩୦ ତାରିଖ ଯାଏ ସଟ୍‌ଡାଉନ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଆଜିଠୁ ମଙ୍ଗଳବାର ପର୍ଯ୍ୟନ୍ତ ସଟ୍‌ଡାଉନ ରହିବ ସାରା ସହର । ସ୍ୱାସ୍ଥ୍ୟ ଏବଂ ଦୁଗ୍ଧ ଯୋଗାଣ ସେବାକୁ ଛାଡି ଦେଲେ ଅନ୍ୟ ସବୁ ସେବା ବନ୍ଦ ରହିବ । ସେହିପରି…

ଆଜିଠୁ ୧୧ଟି ଜିଲ୍ଲାରେ ଦୁଇ ଦିନିଆ ସଟ୍‌ଡାଉନ୍, କେବଳ ଜରୁରୀ ସେବାକୁ ମିଳିବ ଅନୁମତି

ଭୁବନେଶ୍ବର: ଆଜିଠୁ କରୋନା ପ୍ରଭାବିତ ୧୧ଟି ଜିଲ୍ଲାରେ ଦୁଇ ଦିନିଆ ସଟ୍‌ଡାଉନ୍। ଜୁନ୍‌ ମାସର ପ୍ରତ୍ୟେକ ଶନିବାର ଓ ରବିବାର ସମ୍ପୂର୍ଣ୍ଣ ସଟ୍‌ଡାଉନ୍ । ଏହି ସମୟରେ କେବଳ ଜରୁରୀ ସେବାକୁ ଛାଡି ଦେଲେ ଘରୁ ବାହାରିବା ମନା। ସଟ୍‌ଡାଉନ୍‌ ସମୟରେ ଟ୍ଵିନ୍‌ସିଟିରେ ଯାଆସ ପାଇଁ କମିଶନରେଟ୍‌…

ଜୁଲାଇ ୩୧ଯାଏଁ ରାଜ୍ୟର ସମସ୍ତ ସ୍କୁଲ୍, କଲେଜ ଓ କୋଚିଙ୍ଗ୍ ସେଣ୍ଟର୍ ବନ୍ଦ

ଭୁବନେଶ୍ବର:  ଆଜି ସମଗ୍ର ଦେଶରେ ଅନ୍‌ଲକ୍-୧ ଆରମ୍ଭ ହୋଇଥିବା ବେଳେ ରାଜ୍ୟରେ ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏନେଇ ଓଡ଼ିଶା ସରକାର ଜୁନ୍ ମାସ ପାଇଁ ନୂଆ ଗାଇଡ୍ ଲାଇନ୍ ଘୋଷଣା କରିଛନ୍ତି। ଏ ସଂକ୍ରାନ୍ତରେ ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଗଣମାଧ୍ୟମକୁ ସୂଚନା ଦେଇ…

ଅନ୍‌ଲକ୍ ୧.୦ର ନୂଆ ଗାଇଡ୍ ଲାଇନ୍ : ୧୧ଟି ଜିଲ୍ଲାରେ ସପ୍ତାହକୁ ଦୁଇ ଦିନ ସଟ୍‌ଡାଉନ୍‌

ଭୁବନେଶ୍ୱର (କେ ନ୍ୟୁଜ୍‌) : ଆଜିଠାରୁ ଆରମ୍ଭ ହୋଇଛି ଅନ୍‌ଲକ୍ ୧.୦ । ରାଜ୍ୟରେ ଏନେଇ ଗାଇଡ୍ ଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଗାମୀ ଜୁନ୍ ୩୦ ତାରିଖ ଯାଏ ଏହି ନୂଆ ଗାଇଡ୍ ଲଇନ୍ ଜାରି କରିଛନ୍ତି । ତେବେ ଫୋକସ୍‌ରେ ରହିଛି ୧୧ଟି ଜିଲ୍ଲା । ଏସବୁ…