Browsing Tag

SHWA’S SHOW

ପୃଥ୍ଵୀ ସ : ଡେବ୍ୟୁରେ ଶତକ ମାରିବାରେ ଧୁରନ୍ଧର, ଜାଣନ୍ତୁ ତାଙ୍କ ରେକର୍ଡ଼

ପୃଥ୍ଵୀ ସ । ବୟସ ୧୮ ବର୍ଷ ୩୨୯ ଦିନ । ଆଜିର ଦିନରେ ଏହି ମୁମ୍ବାଇ ବ୍ୟାଟସମ୍ୟାନ ରାଜକୋଟ ଠାରେ ଚାଲିଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ମ୍ୟାଚରେ ଶତକ ହାସଲ କରିଛନ୍ତି । ଏହି ସଫଳତା ହାସଲ କରିବାରେ ସେ ହେଛନ୍ତି ଭାରତର ସର୍ବକନିଷ୍ଠ ଖେଳାଳି । ପୂର୍ବରୁ ଏହି ରେକର୍ଡ଼ ଥିଲା ଆବାସ ଅଲୀ…