ଆର୍ଥିକ ଅଭାବ ଯୋଗୁଁ ଦେହ ବେପାର କାମ କରୁଥିଲେ ଏହି ଜଣାଶୁଣା ଅଭିନେତ୍ରୀ, ନିଜେ କଲେ ଖୁଲାସା
ବଲିଉଡ ବାହାରୁ ଦେଖିବାକୁ ବେଶ ଚକଚକ୍। କିନ୍ତୁ ବାହାରୁ ଉଜ୍ଜ୍ୱଳ ଦେଖାଯାଉଥିବା ଏହି ଇଣ୍ଡଷ୍ଟ୍ରୀ ଭିତରେ ଲୁଚି ରହିଛି ଅନେକ ବାସ୍ତବତା । ଫିଲ୍ମ ଦୁନିଆରେ ଏପରି ଅନେକ ହୃଦୟ ବିଦାରକ କାହାଣୀ ଅଛି, ଯାହା ଶୁଣିବା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ । ଫିଲ୍ମ ଇଣ୍ଡଷ୍ଟ୍ରୀରେ ଏପରି ଅନେକ ନାମ ଅଛି,…