ହସ୍ପିଟାଲରେ ଭର୍ତ୍ତି ହେଲେ ଶ୍ୱେତା ତିଓ୍ଵାରୀ, ଖବର ପାଇବା ପରେ ପୂର୍ବ ସ୍ୱାମୀ ଦେଲେ ଏମିତି ରିଆକ୍ସନ୍
ଅସୁସ୍ଥ ଅଛନ୍ତି ଟେଲିଭଜନ ଜଗତର ଜଣାଶୁଣା ଅଭିନେତ୍ରୀ ଶ୍ୱେତା ତିଓ୍ଵାରୀ। ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଚାନକ ଶ୍ୱେତାଙ୍କ ଦେହ ଖରାପ ହେବା ପରେ ତାଙ୍କ ପୂର୍ବତନ ସ୍ୱାମୀ ଅଭିନବ କୋହଲି ମଧ୍ୟ ରିଆକ୍ସନ୍ ଦେଇଛନ୍ତି। ଅଭିନବଙ୍କ ରିଆକ୍ସନ୍…