Browsing Tag

shyam benegal

ଖ୍ୟାତିସଂପନ୍ନ ଚଳଚ୍ଚିତ୍ର ନିର୍ଦ୍ଦେଶକ ଶ୍ୟାମ ବେନେଗଲଙ୍କ ପରଲୋକ

ଖ୍ୟାତିସଂପନ୍ନ ଚଳଚ୍ଚିତ୍ର ନିର୍ଦ୍ଦେଶକ ଶ୍ୟାମ ବେନେଗଲଙ୍କ ପରଲୋକ। ମୁମ୍ବାଇର ୱକହର୍ଡ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୯୦ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ଗତ କିଛି ମାସ ଧରି ସେ ଗୁରୁତର କିଡନୀ ଜନିତ ରୋଗରେ ପୀଡ଼ିତ ଥିଲେ। ଶ୍ୟାମ ବେନେଗଲଙ୍କ ପରଲୋକ ନେଇ ତାଙ୍କ ଝିଅ ପିଆ…