Browsing Tag

shyama sundara temple

ବାଲେଶ୍ୱରର ପ୍ରାଚୀନ ଶ୍ୟାମସୁନ୍ଦର ମନ୍ଦିର, ଯେଉଁଠି ପ୍ରଭୁ ନିଜେ ଆସି ସାଲବେଗଙ୍କୁ ଦେଇଥିଲେ ଚରଣାମୃତ

ବାଲେଶ୍ୱର ର ବହୁ ପୁରାତନ ଐତିହ ମାନଙ୍କ ମଧ୍ୟରୁ ସହରର ଦାମୋଦର ପୁର ଠାରେ ଥିବା ଶ୍ୟାମସୁନ୍ଦର ମନ୍ଦିର ଅନ୍ୟତମ। ଯେଉଁଠି ଭକ୍ତ ସାଲବେଗଙ୍କ ପାଇଁ ପ୍ରଭୁ ଶ୍ୟାମସୁନ୍ଦରଜୀଉଙ୍କ ଦର୍ଶନ ନିମନ୍ତେ କାନ୍ଥରେ ଏକ କଣା କରାଯାଇଥିଲା । ଯାହାକୁ ପତିତ ପାବନ ଗବାକ୍ଷ ବା ଲୋକ ମତରେ ସାଲବେଗ କଣା…