Browsing Tag

shyama temple

ଶ୍ମଶାନ ଚିତା ଉପରେ ତିଆରି ହୋଇଛି ମା ଶ୍ୟାମାକାଳୀ ମନ୍ଦିର, ଖାସ କାରଣ ପାଇଁ ବହୂୂ ଦୂରରୁ ଆସନ୍ତି ନବବିବାହିତା ଯୋଡ଼ି

ବିହାରରେ ଏକ ଏଭଳି ମନ୍ଦିର ରହିଛି ଯାହା ଶ୍ମଶାନ ଘାଟରେ ତିଆରି ହୋଇଛି। ଏହି ମନ୍ଦିର ତନ୍ତ୍ର ପୂଜା ପାଇଁ ବେଶ ପରିଚିତ। ତେବେ ଏହାକୁ ନେଇ ଏକ ଖାସ କଥା ଲୁଚି ରହିଛି। ଯାହାପାଇଁ ନବବିବାହିତା ଯୋଡ଼ି ଅନେକ ଦୂରରୁ ଆସିଥାନ୍ତି ଭଗବାନଙ୍କ ଦର୍ଶନ ପାଇଁ.. ଭାରତରେ ଅନେକ ରହସ୍ୟମୟୀ ମନ୍ଦିର…