ପୋଲିସ ସାଜିଲା ରକ୍ତଦାତା: କରୋନା ଯୋଦ୍ଧାଭାବେ ଲଢେଇ ଜାରିରଖି ସମସ୍ତଙ୍କ ମନଜିଣିଲେ ଧାମରା ଥାନା ଏସ. ଆଇ
ଚାନ୍ଦବାଲି : ମହାମାରି କରୋନା ଲଢେଇରେ ପୋଲିସ କରୋନା ଯୋଦ୍ଧାଭାବେ ଲଢେଇ ଜାରିରଖି ସମସ୍ତଙ୍କ ମନଜିଣିଥିବା ବେଳେ ଲକ ଡାଉନ ସମୟରେ ସମ୍ଭାବ୍ୟ ରକ୍ତର ଅଭାବରୁ ଦୃଷ୍ଟିରେ ରଖି ନିଜେ ରକ୍ତ ଦାନ କରି ସମସ୍ତଙ୍କ ପ୍ରଶଂସାର ପାତ୍ର ହୋଇପାରିଛି । ଭଦ୍ରକ ଜିଲ୍ଲା ଧାମରାରେ କଳିଙ୍ଗ ଟ୍ରାପ୍ସପୋଟ ଓ…