ସବ୍ ଇନ୍ସପେକ୍ଟର ଚାକିରି କରିବାକୁ ଚାହୁଁଛନ୍ତି ? ଖାଲି ପଡିଛି ଦୁଇ ହଜାରରୁ ଊର୍ଦ୍ଧ୍ବ ପଦବୀ
ସବ୍-ଇନ୍ସପେକ୍ଟର ଚାକିରି କରିବାକୁ ଚାହୁଁଛନ୍ତି କି ? ଆପଣଙ୍କ ପାଇଁ ଦିଲ୍ଲୀ ପୋଲିସରେ ଚାକିରି କରିବାକୁ ରହିଛି ସୁବର୍ଣ୍ଣ ସୁଯୋଗ। ଷ୍ଟାଫ୍ ସିଲେକ୍ସନ କମିଶନ ପକ୍ଷରୁ ୨,୭୪୫ଟି ପଦବୀ ଖାଲି ପଡିଥିବା ଘୋଷଣା କରାଯାଇଛି।
ଦିଲ୍ଲୀ ପୋଲିସରେ ୧୩୨ଟି ପୁରୁଷ ସବ୍ ଇନ୍ସପେକ୍ଟର ଏବଂ ୭୯ଟି…