ସିୟାଚିନ୍ରେ ବଡ଼ ଦୁର୍ଘଟଣା: ଟେଣ୍ଟ୍ରେ ନିଆଁ ଲାଗି କ୍ୟାପ୍ଟେନ ସହିଦ, ଲେଫ୍ଟନାଣ୍ଟ କର୍ଣ୍ଣେଲଙ୍କ ସମେତ ୬ ଆହତ
ଶ୍ରୀନଗରର ସିୟାଚିନ୍ ଗ୍ଲାସିୟରରେ ଏକ ସୈନ୍ୟ ବଙ୍କର୍ରେ ନିଆଁ ଲାଗିବା ଖବର ସାମ୍ନାକୁ ଆସିଛି। ଏହି ଦୁର୍ଘଟଣାରେ ଜଣେ ସେନା ଅଧିକାରୀ ସହିଦ ହୋଇଥିବା ବେଳେ ୬ ଜଣ ଯବାନ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରେ ଜଣେ ଲେଫ୍ଟନାଣ୍ଟ କର୍ଣ୍ଣେଲ ମଧ୍ୟ ସାମିଲ ଅଛନ୍ତି। ଆହତମାନଙ୍କୁ ସିୟାଚିନ୍…