ମୃତ୍ୟୁର ଉପତ୍ୟକାରେ ଏମିତି ଆମକୁ ସୁରକ୍ଷା ଦେଉଛନ୍ତି ଭାରତୀୟ ଯବାନ୍, ଶୁଣିଲେ ଆଖିରେ ଆସିଯିବ ଲୁହ
ଦୁନିଆର ସବୁଠୁ ଉଚ୍ଚତମ ଯୁଦ୍ଧକ୍ଷେତ୍ର ସିଆଚେନ ଗ୍ଳାସିୟର । ନିକଟରେ ଏଠାରେ ହୋଇଥିଲା ହିମସ୍ଖଳନ । ପ୍ରାୟ ୧୮ହଜାର ଫୁଟ୍ ଉପରେ ହୋଇଥିବା ଏହି ହିମସ୍ଖଳନରେ ୪ଜଣ ଯବାନ ସହିଦ୍ ହୋଇଯାଇଛନ୍ତି ଓ ୨ଜଣ ପୋର୍ଟରଙ୍କ ମଧ୍ୟ ମୃତ୍ୟୁ ହୋଇଛି । ଯବାନଙ୍କୁ ବଞ୍ଚାଇବା ସଙ୍ଗେ ସଙ୍ଗେ ସେନାର ବଡ ସର୍ଚ୍ଚ…