Browsing Tag

siachen snow storm

ସିଆଚୀନ୍‌ରେ ଭୟଙ୍କର ବରଫ ଝଡ଼, ଦବି ରହିଛନ୍ତି ଅନେକ ଭାରତୀୟ ଯବାନ

ନୂଆଦିଲ୍ଲୀ: ବିଶ୍ୱର ସବୁଠରୁ ଉଚ୍ଚତମ ଯୁଦ୍ଧକ୍ଷେତ୍ର ହେଉଛି ସିଆଚିନ୍‌ । ଏଠାରେ ଏବେ ପ୍ରବଳ ବରଫପାତ ହେଉଛି । ଆଉ ସେହି ବରଫ ଝଡ଼ରେ ସୀମାକୁ ସୁରକ୍ଷା ଦେଉଛନ୍ତି ଭାରତୀୟ ଯବାନ୍‌ । ତେବେ ଆଜି ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ରେ ପ୍ରବଳ ବରଫ ଝଡ଼ ଯୋଗୁଁ ଅନେକ ଯବାନ୍‌ ଏହା ତଳେ ଚାପି ହୋଇ…