Browsing Tag

sibaganga river

ସରୁନି ଶିବଗଙ୍ଗା ପୋଖରୀର ପୁନରୁଦ୍ଧାର କାମ, ବୋରିଂ ପାଣିରେ ଚାଲୁଛି ବାବା ମଣିଙ୍କ ନୀତିପୂଜା

ଚାନ୍ଦବାଲି (କେନ୍ୟୁଜ୍) : ପର୍ଯ୍ଯଟନସ୍ଥଳୀର ବିକାଶ ପାଇଁ ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା । ହେଲେ ବିଭାଗୀୟ ଅଧିକାରୀ ଓ ଜନପ୍ରତିନିଧିଙ୍କ ଅବହେଳା ଯୋଗୁ କାମ ସଠିକ୍‌ ରୂପେ ହୋଇପାରୁନାହିଁ । ଯାହାର ଉଦାହରଣ ଦେଖିବାକୁ ମିଳିଛି ଭଦ୍ରକର ଆରଡି ଆଖଣ୍ଡଳମଣିଙ୍କ ପୀଠରେ । ୧୦ ମାସ…