କରୋନାରେ ଆଖି ବୁଜିଲେ ପ୍ରଖ୍ୟାତ ରିମୋଟ ସେନ୍ସିଂ ଓଡ଼ିଆ ବୈଜ୍ଞାନିକ ଶିବେନ୍ଦୁ ରାୟ
କେନ୍ୟୁଜ୍(ବ୍ୟୁରୋ): ପରଲୋକରେ ବିଶିଷ୍ଟ ଓଡ଼ିଆ ବୈଜ୍ଞାନିକ ଶିବେନ୍ଦୁ ଶଙ୍କର ରାୟ। କରୋନାରେ ସଂକ୍ରମିତ ହୋଇ ଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ସେ ମୃତ୍ୟୁବରଣ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିଲା। ଭଦ୍ରକରେ ଜନ୍ମଲାଭ କରିଥିବା ପ୍ରଖ୍ୟାତ…