Browsing Tag

sibaram and gang arrested

ଗଞ୍ଜାମ : ନରେନ୍ଦ୍ରପୁର ଗାଁରେ ଆତଙ୍କ କରୁଥିବା ଶିବରାମ ଗ୍ୟାଙ୍ଗକୁ କାବୁ କଲା ବ୍ରହ୍ମପୁର ପୋଲିସ, ବୋମା ଓ ପିସ୍ତଲ…

ବ୍ରହ୍ମପୁର (କେନ୍ୟୁଜ୍): ବ୍ରହ୍ମପୁର ପୋଲିସ ଜିଲ୍ଲାର ବିଭିନ୍ନ ସ୍ଥାନରେ ନିଜ ସହଯୋଗୀମାନଙ୍କ ସହ ଆତଙ୍କ ଖେଳାଉଥିବା ଶିବରାମ ସେଠୀକୁ ଗିରଫ କରିଛି ବ୍ରହ୍ମପୁର ପୋଲିସ । ଗତ ୧୯ ତାରିଖରେ ଗୋପାଳପୁର ଥାନା ଅନ୍ତର୍ଗତ ନରେନ୍ଦ୍ରପୁରର ଶତାଧିକ ଗ୍ରାମବାସୀ ସେହି ଗ୍ରାମରେ କିଛି ଅସାମାଜିକ…