ଘରକୁ ଫେରିଲେ କରୋନା ଯୋଗୁ ଜାପାନର ପ୍ରିନ୍ସେସ ଡାଇମଣ୍ଡ ଜାହାଜରେ ଅଟକି ରହିଥିବା ବ୍ରହ୍ମପୁରର ଶିବାଶିଷ, ବଖାଣିଲେ…
ବ୍ରହ୍ମପୁର : ଘରକୁ ଫେରିଲେ ଶିବାଶିଷ ନାୟକ । ବ୍ରହ୍ମପୁର ପନ୍ଦରା ସାହିର ଶିବାଶିଷ ନାୟକ ଜାନୁଆରୀ ୧୦ ତାରିଖରେ ଜାପାନ ଯାଇଥିଲେ । ଫେବୃଆରୀ ୬ ତାରିଖରେ ଫେରିବାର ଥିଲା । କରୋନା ଯୋଗୁ ଜାପାନର ପ୍ରିନ୍ସେସ ଡାଇମଣ୍ଡ ଜାହାଜରେ ଅଟକିଥିଲେ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ପରେ…